Latest Odisha News

BREAKING NEWS

Yearly Archives

2025

କ୍ରିପ୍ଟୋ ନିବେଶ ନାଁରେ ଠକେଇ; ମୁଖ୍ୟ ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡାଦେଶ

କଟକ: କ୍ରିପ୍ଟୋ ନିବେଶ ନାମରେ ଶହ ଶହ ଜମାକାରୀଙ୍କ ନିକଟରୁ ୧.୧୩ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୨.୩୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ବାଲେଶ୍ୱର ଓପିଆଇଡି ଅଦାଲତ।…

ସୁରକ୍ଷାବାହିନୀ କବ୍‌ଜାରେ କେରେଗୁଟ୍ଟା ପାହାଡ଼;ଯବାନ ଉଡାଇଲେ ତ୍ରିରଙ୍ଗା

ମାଲକାନଗିରି: ତେଲଙ୍ଗାନା-ଛତିଶଗଡ଼ ସୀମାନ୍ତରେ ଥିବା ବିଜାପୁର ଜିଲ୍ଲାର କାରେଗଟ୍ଟା ଜଙ୍ଗଲରେ 'ଅପରେସନ୍ କାଗର' ମାଓ ବିରୋଧୀ ଅପରେସନ୍ ଚାଲିଛି। ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସମାନ୍ତବର୍ତ୍ତୀ କାରେଗଟ୍ଟା ଜଙ୍ଗଲରେ ଯବାନଙ୍କ ୯ ଦିନ ପୁରିଛି। ଯବାନ କାରେଗଟ୍ଟାର ୧୫୦ କିଲୋମିଟର…

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ତ୍ରୁଟି; ଆନ୍ଥ୍ରୋପୋଲୋଜି ପେପର ୧ ଓ ୨ ର ହେବ ପୁନଃ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସେସ୍ ମେନ(ଲିଖିତ) ପରୀକ୍ଷା-୨୦୨୩ର  ଆନ୍ଥ୍ରୋପୋଲୋଜି ପେପର ୧ ଏବଂ ୨ ର ପୁନଃ ପରୀକ୍ଷା ମେ ୧୪ରେ ହେବା ନେଇ ଓଡ଼ିଶା ଲୋକସେବା ଆୟୋଗ ତରଫରୁ ବୁଧବାର ସୂଚନା ଦିଆଯାଇଛି। ଯେଉଁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବେ ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ…

ଆଇପିଏଲ କ୍ୟାରିୟରରେ ଚହଲଙ୍କ ଦ୍ୱିତୀୟ ହ୍ୟାଟ୍ରିକ

ଚେନ୍ନାଇ: ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସର ଷ୍ଟାର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ହ୍ୟାଟ୍ରିକ ହାସଲ କରି ଚେନ୍ନାଇ ସୁପର କିଙ୍ଗସଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି । ଚଳିତ ଆଇପିଏଲରେ ଏହା ପ୍ରଥମ ହ୍ୟାଟ୍ରିକ । ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ହାସଲ…

ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ୍ ସୁପରଷ୍ଟାର ଅଜିତ କୁମାର

ଚେନ୍ନାଇ: ସାଉଥ୍ ସୁପର ଷ୍ଟାର ଅଜିତ କୁମାର ଚେନ୍ନାଇ ବିମାନବନ୍ଦରରୁ ବାହାରିବା ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଯାହା ଫଳରେ ତାଙ୍କୁ ତୁରନ୍ତ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ସୁସ୍ଥ ଥିବା ନେଇ ଡକ୍ଟର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ତାଙ୍କୁ କିଛି…

ଲାହୋରରେ ଆତଙ୍କବାଦୀ ହାଫିଜ୍ ସୟିଦର ଗୁପ୍ତ ଠିକଣା ଠାବ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଏଥିମଧ୍ୟରେ ପାକିସ୍ତାନ ଆତଙ୍କବାଦୀଙ୍କ ସୁରକ୍ଷା ବୃଦ୍ଧି କରାଇଥିବା ଖବର ମିଳିଛି । ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ୍ ସୟିଦର ଗୁପ୍ତ ଠିକଣାର ପର୍ଦ୍ଦାଫାସ ହୋଇଛି। ହାଫିଜ୍ ଲାହୋରରେ ଥିବା…

ପତିଙ୍କଠାରୁ ଅଲଗା ହେଲେ ମହିଳା ବକ୍ସର ମେରୀ କମ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ବକ୍ସର ମେରୀ କମ ଏବଂ ତାଙ୍କ ପତି ତଥା ପୂର୍ବତନ ବକ୍ସର ଓନୋଲରଙ୍କ ମଧ୍ୟରେ ଛାଡପତ୍ର ହୋଇଛି । ଉଭୟ ବିଧିବଦ୍ଧ ଭାବେ ପରସ୍ପରଠାରୁ ଅଲଗା ହୋଇଛନ୍ତି । କିଛି ଦିନ ହେବ ଉଭୟଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ଗତ ସପ୍ତାହରେ ସୋସିଆଲ ମିଡିଆରେ ଉଭୟ…

ଆକ୍ରମଣ ସ୍ଥାନ ନିରୂପଣ ପାଇଁ ସପ୍ତାହେ ପୂର୍ବରୁ ଅନେକ ପର୍ଯ୍ୟଟନସ୍ଥଳ ବୁଲିଥିଲେ ଆତଙ୍କବାଦୀ !

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏକ ସୂତ୍ର ଦ୍ବାରା କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣର ଗୋଟିଏ ସପ୍ତାହ ପୂର୍ବରୁ ଆତଙ୍କବାଦୀମାନେ ପହଲଗାମ ଆସିଥିଲେ ଏବଂ ଅନେକ ପର୍ଯ୍ୟଟନସ୍ଥଳର ରେକି କରିଥିଲେ। ରେକି କରିବା ପରେ ହିଁ…

ଇଣ୍ଡିଆନ ଓପନ ରିଲେ: ମିକ୍ସଡ ରିଲେରେ ଓଡିଶାକୁ ରୌପ୍ୟ

ଭୁବନେଶ୍ୱର: ଚଣ୍ଡୀଗଡରେ ଚାଲିଥିବା ଇଣ୍ଡିଆନ ଓପନ ରିଲେ ପ୍ରତିଯୋଗିତାରେ ଓଡିଶାର ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ମିକ୍ସଡ ରିଲେ ୪ ଗୁଣନ ୧୦୦ ମିଟରରେ ଓଡିଶାର ପ୍ରତିଯୋଗୀ ରୌପ୍ୟ ପଦକ ହାସଲ କରିଛନ୍ତି । ବୋନୀତା ଲାକ୍ରା, ମନୀଷା ମେରେଲ, ଅବିନାଶ ସାହୁ ଓ ଡିଏମ ଜୟରାମ…

ଆଜ୍ଞାମାଳ ବିଜେ ପରେ ଆରମ୍ଭ ହେଲା ରଥ ନିର୍ମାଣ

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ପୁରୀରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୋଇଛି । ଆଜ୍ଞାମାଳ ବିଜେ ପରେ ରଥଖଳାରେ ଆରମ୍ଭ ହୋଇଛି ନୀତି । ବିଧି ମୁତାବକ ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିଟି ଧଉରା କାଠକୁ ସ୍ତୋତ୍ରୀୟ ବ୍ରାହ୍ମଣମାନେ ପୂଜା କରିଥିଲେ ।…