Latest Odisha News

BREAKING NEWS

Yearly Archives

2025

ନିଟ-ସୁପର ସ୍ପେଶାଲିଟି ପରୀକ୍ଷାରେ ଟପ୍ପର ହେଲେ ଓଡ଼ିଶାର ୟଶ ଜୈନ

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ୟଶ ଜୈନ  ନିଟ-ସୁପର ସ୍ପେଶାଲିଟି ପରୀକ୍ଷା-୨୦୨୪ (ସର୍ଜିକାଲ୍ ଗ୍ରୁପ୍) ରେ ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିବା ସହ ଓଡ଼ିଶାକୁ ଗର୍ବିତ କରିଥିବାରୁ ୟଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ବୌଦ୍ଧରେ ଲୁଟ୍ ଉଦ୍ୟମ ବେଳେ ବ୍ୟବସାୟୀଙ୍କ ମୃତ୍ୟୁ 

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମନୋଜ ପାତ୍ର (୩୮) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ସନ୍ଧ୍ୟା ୬ଟା ସମୟରେ ବୌଦ୍ଧ ସହର ବାଇପାସର ଜଗଦୀଶପୁର ଛକ ନିକଟରେ ମନୋଜ ତାଙ୍କ ଘର ନିର୍ମାଣ…

ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା, ରେଳବାଇର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ବରିଷ୍ଠ ନାଗରିକ, ମହିଳା ଏବଂ ଦିବ୍ୟାଙ୍ଗ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ସହଜ ଓ ଆରାମଦାୟକ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏହି ନୂଆ ଉଦ୍ୟମରେ ରେଳବାଇ ଏହି ଶ୍ରେଣୀର ଯାତ୍ରୀଙ୍କ ପାଇଁ ଲୋଅର ବର୍ଥ ସଂରକ୍ଷଣ, ହ୍ୱିଲଚେୟାର ସୁବିଧା ଏବଂ…

କଳିଙ୍ଗ ସୁପର କପ ଫୁଟବଲ: ସେମିରେ ମୁମ୍ବାଇ ସିଟି

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର କଳିଙ୍ଗ ସୁପର କପ ଫୁଟବଲର ଏକ ରୋମାଂଚକ ମୁକାବିଲାରେ ମୁମ୍ବାଇ ସିଟି ୧-୦ଗୋଲରେ ଇଂଟର କାଶୀକୁ ପରାସ୍ତ କରିଛି । ଏଥିସହ ମୁମ୍ବାଇ ଟିମ ସେମି ଫାଇନାଲରେ ପ୍ରବେଶ କରିଛି । ନର୍ଥଇଷ୍ଟ ୟୁନାଇଟେଡ ଏଫସି ଓ ଜାମସେଦପୁର ଏଫସି ମଧ୍ୟରେ ହେବାକୁ…

‘ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁ ଋଷ ଆଉ ଚୀନ’ : ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ଆତଙ୍କବାଦୀମାନେ ଗୁଳିଚାଳନା କରି ୨୬ ଜଣଙ୍କୁ ହତ୍ୟା କରିଥିଲେ, ଯେଉଁମାନେ ଅଧିକାଂଶ ପର୍ଯ୍ୟଟକ ଥିଲେ। ୨୦୧୯ରେ ପୁଲୱାମା ଆକ୍ରମଣ ପରେ ଏହା ହେଉଛି ଘାଟିରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ। ଏହି ଘଟଣାରେ ଦାୟୀ କରିଛି…

ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସ; ଆଣ୍ଟି-ସିପ୍ କ୍ଷେପଣାସ୍ତ୍ର ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌସେନା ନିଜର ଯୁଦ୍ଧାଭ୍ୟାସ ଚଳାଇଛି। ଆରବ ସାଗରରେ ଭାରତୀୟ ନୌସେନା ଆଣ୍ଟି-ସିପ୍ ମିସାଇଲର ପରୀକ୍ଷଣ କରିଛି। ଆରବ ସାଗରରେ ନୌସେନାର ଯୁଦ୍ଧ ଜାହାଜରୁ  ସୁପରସୋନିକ କ୍ରୁଜ ମିସାଇଲର ପରୀକ୍ଷଣ କରାଯାଇଛି। ଦୀର୍ଘ ଦୂରଗାମୀ ସଠିକ ଆକ୍ରମଣ ପାଇଁ ପ୍ଲାଟଫର୍ମ, ବ୍ୟବସ୍ଥା ଏବଂ…

ବ୍ରହ୍ମପୁରରେ ଖୁବଶୀଘ୍ର ହେବ ଜନ ଅଭିଯୋଗ ଶୁଣାଣି

ବ୍ରହ୍ମପୁର: ବ୍ରହ୍ମପୁରରେ ଖୁବ୍ ଶୀଘ୍ର ଏକ ଜନ ଅଭିଯୋଗ ଶୁଣାଣି କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏନେଇ ଘୋଷଣା କରିଛନ୍ତି। ଆପଣଙ୍କ ଦାବି ଏବଂ ସମସ୍ୟା ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବ୍ରହ୍ମପୁର ଗସ୍ତ କରିବ। ଗଞ୍ଜାମ ଜିଲ୍ଲାର ଭୀମପୁର ସରକାରୀ…

ପାକିସ୍ତାନ ସହ ଯୁଦ୍ଧ ହେଲେ କାହାକୁ ସମର୍ଥନ କରିବ ଚୀନ? ଏବେ ନିରବ ଅଛନ୍ତି ଜିନପିଙ୍ଗ

ନୂଆଦିଲ୍ଲୀ: ପହଲଗାମରେ ହିନ୍ଦୁଙ୍କ ନରସଂହାର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ବଢ଼ିବାକୁ ଲାଗିଛି। ଭାରତ ପାକିସ୍ତାନର ଘରେ ପଶି ଆତଙ୍କବାଦୀମାନଙ୍କୁ ମାରିବାକୁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପହଲଗାମର ପୀଡ଼ିତମାନଙ୍କୁ ଯେ କୌଣସି ମୂଲ୍ୟରେ ନ୍ୟାୟ ମିଳିବ।…

ଗଞ୍ଜାମରେ ଶିଳ୍ପ କ୍ଷେତ୍ରରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ଘୋଷଣା 

ଭୁବନେଶ୍ୱର: ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ହେବ।ଗଞ୍ଜାମ ଜିଲ୍ଲାର ଯୁବକଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅଞ୍ଚଳବାସୀଙ୍କ ଦାବୀକୁ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଭଳି କହିଛନ୍ତି। ଆଜି…

୧୯୭୧ ଯୁଦ୍ଧ ଆଜି ବି ପାକିସ୍ତାନ ମନରୁ ଯାଇନି, ୭ ଦିନ ଧରି ଜଳୁଥିଲା କରାଚୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ହିନ୍ଦୁଙ୍କ ନରସଂହାର ପରେ ଭାରତ ଯୁଦ୍ଧ କରିବା ସ୍ଥିତିରେ ରହିଛି। ଏପରି ସ୍ଥିତିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି। ଆଉ ଏହି ଆଶଙ୍କା ଏଥିପାଇଁ କରାଯାଉଛି କାରଣ ଭାରତୀୟ ନୌସେନା…