Latest Odisha News

BREAKING NEWS

Yearly Archives

2025

 ଶିମଲା ଚୁକ୍ତି ରଦ୍ଦ କଲା ପାକିସ୍ତାନ, ଭାରତ ସହ କଟିଲା ବାଣିଜ୍ୟକ ସମ୍ପର୍କ 

ଶ୍ରୀନଗର: ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନର ସମ୍ପର୍କ ଆହୁରି ଉତ୍ତେଜନାମୂଳକ ହୋଇଛି। ଆକ୍ରମଣର ଜବାବ ଦେଇ ଭାରତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ପାଇଁ ଘୋଷଣା କରିବା ସତ୍ତ୍ବେ ମଧ୍ୟ ପାକିସ୍ତାନ…

୧୧୯୧.୪୭ କୋଟିର ୭ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ

ଭୁବନେଶ୍ୱର: ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ଓଡ଼ିଶା ସରକାର । ଗୁରୁବାର ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଆଧାରରେ ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି…

ଯୁଦ୍ଧଜାହାଜରୁ ମିସାଇଲ୍ ପରୀକ୍ଷଣ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୪୮ ଘଣ୍ଟା ମଧ୍ୟରେ, ଭାରତ ଗୁରୁବାର ଯୁଦ୍ଧଜାହାଜ ଆଇଏନଏସ INS ସୁରଟରୁ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଶତ୍ରୁମାନଙ୍କୁ ଏକ କଡ଼ା ବାର୍ତ୍ତା ଦେଇଛି। ନୌସେନା ଏକ ମଧ୍ୟମ ଦୂରଗାମୀ ଭୂମିରୁ ଆକାଶ…

ଦିଘା ଜଗନ୍ନାଥ ମନ୍ଦିରର ଉଦଘାଟନୀ ଉତ୍ସବରେ ସାମିଲ ନହେବାକୁ ଶ୍ରୀମନ୍ଦିର ପରିସରରେ ଲାଗିଲା ପୋଷ୍ଟର

ପୁରୀ: ପଶ୍ଚିମବଙ୍ଗର ଦୀଘାରେ ନିର୍ମାଣ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୩୦ ତାରିଖ ଅକ୍ଷୟ ତୃତୀୟା ଦିନ ଅନୁଷ୍ଠିତ ହେବ । ଏନେଇ ଉକ୍ତ ଦିନ ଯଦି ସେହି ସେଠାରେ ରୋଷ କାର୍ଯ୍ୟରେ ସୁଆର ମହାସୁଆର ନିଯୋଗର କୌଣସି ସଦସ୍ୟଙ୍କ ସହ ଯୋଗାଣିଆ, ତୁଣିଆ ଓ ପାଣିଆ ଯୋଗ ଦେଲେ…

କେବିକେ ଅଞ୍ଚଳରେ ସଂଯୋଗୀକରଣକୁ ରୂପାନ୍ତରିତ କରୁଛି ଅମୃତ ଷ୍ଟେସନ ଯୋଜନା

ଭୁବନେଶ୍ୱର: ଆଞ୍ଚଳିକ ବିକାଶ ଏବଂ ଭିତ୍ତିଭୂମି ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତୀୟ ରେଳ ଓଡ଼ିଶାର କେବିକେ (କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ) ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକ ପାଇଁ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଏକ ବ୍ୟାପକ ପୁନର୍ବିକାଶ ପଦକ୍ଷେପ…

ଭୁଲବଶତଃ ସୀମା ପାର କଲେ ଯବାନ, ଉଠାଇ ନେଲେ ପାକିସ୍ତାନୀ ରେଞ୍ଜର୍ସ

ଫିରୋଜପୁର: ପହଲଗାମ ଆତଙ୍କବାଦୀ ଆକ୍ରମଣ ମଧ୍ୟରେ, ପଞ୍ଜାବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପଞ୍ଜାବର ଫିରୋଜପୁରରେ ଭାରତ-ପାକିସ୍ତାନ ସୀମାରେ ନିୟୋଜିତ ଜଣେ ବିଏସଏଫ (ସୀମା ସୁରକ୍ଷା ବଳ) ଯବାନ ଭୁଲବଶତଃ ସୀମା ପାର କରିଦେଇଥିଲେ । ଏହି ବିଏସଏଫ୍ ଯବାନଙ୍କୁ ପାକିସ୍ତାନୀ ରେଞ୍ଜର୍ସମାନେ…

୭୨ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବେ ପାକିସ୍ତାନୀ; ମେଡିକାଲ ଭିସା ବି ରଦ୍ଦ କଲେ ସରକାର

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠନ ନେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦୋଷୀମାନଙ୍କୁ ଛଡାଯିବ ନାହିଁ। ସୂଚନା ଅନୁଯାୟୀ, ଭାରତ…

କିଛି ବଡ଼ ଘଟଣା ଘଟିବ କି? ଲାଲ ଫାଇଲ୍ ସହିତ ରାଷ୍ଟ୍ରପତିଙ୍କୁ ଭେଟିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ମଙ୍ଗଳବାର ଦିନ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ଅବଗତ କରାଇଛନ୍ତି। ଏହି…

ପୁରୀରେ ନୂଆ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ପୁରୀ: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ ନୂତନ ରାସନ କାର୍ଡ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସଏଫଏସଏସ)ରେ ନୂତନ ଭାବରେ ଯୋଡି ହୋଇଥିବା…

ଯୁଦ୍ଧ ହେଲେ ବରବାଦ୍ ହୋଇଯିବ ପାକ୍ ସେନା !

ନୂଆଦିଲ୍ଲୀ: ପହଲଗାମ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ବଢିଛି । ପାକିସ୍ତାନ ବିରୋଧରେ ଅନେକ କୁଟନୈତିକ ପଦକ୍ଷେପ ନେଇଛି ଭାରତ । ପାକିସ୍ତାନ ବିରୋଧରେ ଭାରତ ସାମରିକ ଆକ୍ସନ ନେଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ପ୍ରଶ୍ନ ଉଠୁଛି, ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ…