Latest Odisha News

BREAKING NEWS

Yearly Archives

2025

ଫ୍ଲାଇଟରେ ସବୁଦିନ କଲେଜ ପଢ଼ିବାକୁ ଯାଉଛନ୍ତି ଏହି ଯୁବତୀ: ଖର୍ଚ୍ଚ ହୁଏ ୨୦ ହଜାର ଟଙ୍କା, କାରଣ ଜାଣିଲେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ: ସାଧାରଣତଃ ଆପଣ ଛାତ୍ରଛାତ୍ରୀମାନଙ୍କୁ ବସ୍‌, ମେଟ୍ରୋ, ଲୋକାଲ ଟ୍ରେନ୍‌ କିମ୍ବା ନିଜର ଗାଡ଼ିରେ କଲେଜ ଯିବାଆସିବା କରୁଥିବା ଦେଖିଥିବେ। କିନ୍ତୁ କେବେ ଶୁଣିଛନ୍ତି କି କେହି ବିମାନରେ କଲେଜ ଯାଉଛି? ଜାପାନର ୨୨ ବର୍ଷୀୟ ଯୁଜୁକି ନାକାଶିମା ନାମକ ଜଣେ ଯୁବତୀ ଏଥଇପାଇ ଇଣ୍ଟରନେଟରେ…

ଚେନ୍ନାଇ ପ୍ରଦର୍ଶନକୁ ସମାଲୋଚନା କଲେ ରାଇନା

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ବିଭିନ୍ନ ମହଲରେ ଏ ନେଇ ମହେନ୍ଦ୍ର ସିଂ ଧୋନୀ ଏବଂ ଚେନ୍ନାଇ ମ୍ୟାନେଜମେଂଟକୁ ସମାଲୋଚନା କରାଯାଉଛି । ଚେନ୍ନାଇର ପୂର୍ବତନ ଷ୍ଟାର ଖେଳାଳି ସୁରେଶ ରାଇନା ମଧ୍ୟ ଦଳର ପ୍ରଦର୍ଶନକୁ କଡା ସମାଲୋଚନା…

ଡେଲାଙ୍ଗ ବର୍ବର ହତ୍ୟାକାଣ୍ଡ କିପରି ଘଟଣାଇଥିଲା ଅଭିଯୁକ୍ତ ଖୁଲାସା କଲେ ଏସପି

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ୧୧ ବର୍ଷର ନାବାଳକ ଆଶୀର୍ବାଦର ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏପ୍ରିଲ ୧୫ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ଆଶୀର୍ବାଦର ମୃତ ଦେହ ଛଅ ଦିନ ପରେ ଏକ ସେଫ୍ଟିକ ଟାଙ୍କିରୁ…

କେନ୍ଦ୍ରୀୟ ଏମ୍ପାନେଲ୍ଡରେ ସାମିଲ ହେଲେ ସତ୍ୟବ୍ରତ ସାହୁ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଚିବ ସମକକ୍ଷ ରାଙ୍କ ଏମ୍ପାନେଲ୍ଡରେ ସାମିଲ ହେଲେ ଓଡ଼ିଶା କ୍ୟାଡର ବରିଷ୍ଠ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ସାହୁ। କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ସତ୍ୟବ୍ରତ ସାହୁଙ୍କ ଏମ୍ପାନେଲମେଣ୍ଟକୁ ଅନୁମୋଦନ କରିଛି। ଯିଏକି ଏବେ ଓଡ଼ିଶା ଗୃହ ବିଭାଗରେ…

ଜେଦ୍ଦାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ; ଏହି ମୁଦ୍ଦା ଉପରେ ହୋଇପାରେ ଆଲୋଚନା

ଜେଦ୍ଦା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦୁଇ ଦିନିଆ ଗସ୍ତରେ ସାଉଦି ଆରବର ଜେଦ୍ଦାହରେ ପହଞ୍ଚିଛନ୍ତି । ସେଠାରେ ସାଉଦି ଆରବର F-15 ଲଢ଼ୁଆ ବିମାନ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଏକ ବିଶେଷ ସମ୍ମାନ ସ୍ୱରୂପ ସୁରକ୍ଷା ଯୋଗାଇଥିଲା, ଯାହା ଦୁଇ ଦେଶ ମଧ୍ୟରେ ଗଭୀର ପ୍ରତିରକ୍ଷା…

ଜଳୁଛି ପଶ୍ଚିମ ଓଡ଼ିଶା; ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୪୪.୮°

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା ମଧ୍ୟରେ ମଙ୍ଗଳବାର ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ପାରଦ ୪୪.୮° ସେଲସିୟସକୁ ବୃଦ୍ଧି ପାଇଛି। ସମ୍ବଲପୁର ୪୪.୨° ସେଲସିୟସ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ହୀରାକୁଦ (୪୪° ସେଲସିୟସ) ଏବଂ ରାଉରକେଲା (୪୨.୨° ସେଲସିୟସ) ରହିଛି।…

କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୬ ପର୍ଯ୍ୟଟକ ଗୁରୁତର

ଶ୍ରୀନଗର: ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ସହରର ବୈସରନ ଘାଟିର ଉପର ଅଞ୍ଚଳର ଏକ ପର୍ଯ୍ୟଟନ ସ୍ଥାନ ଉପରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି । ଏହି ଗୁଳିମାଡରେ ୬ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସାପାଇଁ ସ୍ଥାନୀୟ…

ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ଚମକିଲେ ଓଡିଆ; ୪୮ତମ ସ୍ଥାନରେ ରିତିକା ରଥ

ଭୁ‌ବନେଶ୍ବର: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍‌ ପରୀକ୍ଷା-୨୦୨୪ର ଫଳ ପ୍ରକାଶ ପାଇଛି । ସମସ୍ତ ପ୍ରାର୍ଥୀ ଆୟୋଗର ଅଫିସିଆଲ୍ ୱେବସାଇଟ upsc.gov.in କୁ ଯାଇ ଏଠାରେ କ୍ଲିକ୍‌ କରି ସେମାନଙ୍କର ଫଳାଫଳ ଦେଖିପାରିବେ । ମୋଟ୍ ୧୦୦୯ ଜଣ ପ୍ରାର୍ଥୀଙ୍କୁ…

7300mAh ବ୍ୟାଟେରୀ ସହ ଲଞ୍ଚ ହେଲା ଭିଭୋର ଏହି ଫୋନ୍; ଜାଣନ୍ତୁ ପ୍ରାଇସ୍

ନୂଆଦିଲ୍ଲୀ: ଭିଭୋ ଭାରତରେ ଏହାର ସବୁଠାରୁ ଶକ୍ତିଶାଳୀ ବ୍ୟାଟେରୀ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି। ମଙ୍ଗଳବାର ଭାରତୀୟ ବଜାରରେ ଏହାର ନୂଆ ସ୍ମାର୍ଟଫୋନ Vivo T4 5Gକୁ ଲଞ୍ଚ ହୋଇଛି । ଏହି ଭିଭୋ ଫୋନ୍‌ଟି ପୂର୍ବରୁ ଲଞ୍ଚ ହୋଇଥିବା ଭିଭୋ T4xର ଏକ ଅପଗ୍ରେଡେଡ୍ ମଡେଲ୍। ଏହି ଫୋନରେ ଏକ…

ବିହାର ନିର୍ବାଚନ: ମଗଧ ପାଇଁ ମାଷ୍ଟରପ୍ଲାନ୍

ନୂଆଦିଲ୍ଲୀ: ବିହାର ରାଜନୀତିରେ ମଗଧର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । କୁହାଯାଏ, ମଗଧର ଜନତା ଯେଉଁ ଦଳକୁ ଆଶୀର୍ବାଦ ଦେଇଛନ୍ତି, ସେଇ ଦଳ ବିହାରରେ କ୍ଷମତାରେ ବସିଛି । ଆଉ ସେଥିପାଇଁ ଏବେଠୁ ମଗଧ ବିଜୟ ପାଇଁ ମାଷ୍ଟରପ୍ଲାନ୍ ବନାଉଛନ୍ତି ସବୁ ରାଜନୈତିକ ଦଳ । ପୂର୍ବରୁ ଆରଜେଡିର ଗଡ଼…