Latest Odisha News

BREAKING NEWS

Yearly Archives

2025

ସମ୍ବଲପୁରରେ ଏସଟିଇଏମ୍‍ ଶିକ୍ଷା ନିମନ୍ତେ ଆଦିତ୍ୟ ଆଲୁମିନିୟମ ଦ୍ୱାରା ମିନି ସାଇନ୍ସ ସେଣ୍ଟର ସ୍ଥାପନ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀ ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲ୍ଲା ମଧ୍ୟରେ ପାଞ୍ଚଟି ସ୍କୁଲରେ ମିନି ସାଇନ୍ସ ସେଣ୍ଟର ସ୍ଥାପନ କରିଛି। ଯାହା ଏସଟିଇଏମ୍‍ ଶିକ୍ଷାରେ ବୃଦ୍ଧି ଘଟାଇବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଜ୍ଞାନ ଓ…

ରାଜ୍ୟରେ ନକଲି ଶିକ୍ଷକ ତଦନ୍ତର ସବିଶେଷ ବିବରଣୀ ମାଗିଲେ ହାଇକୋର୍ଟ

କଟକ: ନକଲି ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଆସନ୍ତା ମାସ ୬ ତାରିଖ ସୁଦ୍ଧା ସବିଶେଷ ବିବରଣୀ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସତ୍ୟପାଠ ଜରିଆରେ ଜଣାଇବା ଲାଗି ରାଜ୍ୟ ଶିକ୍ଷା ବିଭାଗକୁ ନିର୍ଦେଶ ହୋଇଛି। ସୂଚନାଥାଉକି…

ଆଇପିଏଲରେ ୧୦୦୦ ରନ ପୂର୍ଣ୍ଣ କରିବା ପାଇଁ ଏହି ବ୍ୟାଟ୍ସମ୍ୟାନଙ୍କୁ ଲାଗିଲା ୧୬ ବର୍ଷ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜ୍ୟାଂଟସର ଓପନର ମିଚେଲ ମାର୍ଶ ଆଇପିଏଲରେ ଏକ ଅଲୋଡା ରେକର୍ଡ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ଅବସରରେ ସେ ୪୫ ରନର ଇନିଂସ ଖେଳିବା ଅବସରରେ ସେ ୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ଏଥିପାଇଁ ତାଙ୍କଚୁ ପାଖାପାଖି ୧୬ ବର୍ଷ ସମୟ ଲାଗିଛି । ଯାହାକି ଏକ…

କାଶ୍ମୀରର ପହେଲଗାମରେ ଆତଙ୍କବାଦୀ ଆକ୍ରମଣ; ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜମ୍ମୁ କାଶ୍ମୀରର ପହେଲଗାମ ଠାରେ ଆଜି ଉଗ୍ରପନ୍ଥୀମାନେ ଏକ ଜଘନ୍ୟ ଓ ବର୍ବର କାଣ୍ଡ ଘଟାଇ ପର୍ଯ୍ୟଟକ ମାନଙ୍କୁ ହତ୍ୟା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକ ମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅଧିକ…

ପୁଣି ବିବାଦରେ ବାବା ରାମଦେବ, କଡ଼ା ସମାଲୋଚନା କଲେ କୋର୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ ପାନୀୟ ରୁହ ଆଫଜାକୁ ନେଇ ବାବା ରାମଦେବ ଦେଇଥିବା ବିବାଦୀୟ ବୟାନକୁ କୋର୍ଟ କଡ଼ା ସମାଲୋଚନା କରିଛନ୍ତି। କୋର୍ଟ ଏହି ମନ୍ତବ୍ୟକୁ ଅସମର୍ଥନୀୟ ଏବଂ ନିନ୍ଦନୀୟ ବୋଲି କହିଛନ୍ତି। ଏହି ଘଟଣା ଏପ୍ରିଲ ୩ର ଅଟେ। ଯେତେବେଳେ ରାମଦେବ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ରୁହ୍…

ଶ୍ରୀନଗରରେ ପହଞ୍ଚିଲେ ଅମିତ ଶାହ ; ପିଏମ କହିଲେ’ସେମାନଙ୍କୁ ଛଡ଼ା ଯିବ ନାହିଁ’

ନୂଆଦିଲ୍ଲୀ: କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ । ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମିତ ଶାହଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଶାହଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…

ଇଂଲଣ୍ଡ ଗସ୍ତରେ ରୋହିତ ଅଧିନାୟକ ହେବା ନିଶ୍ଚିତ: ରିପୋର୍ଟ

ନୂଆଦିଲ୍ଲୀ: ଜୁନରେ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତରେ ଯିବ । ଏହି ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ପିଟିଆଇ ରିପୋର୍ଟ ଅନୁସାରେ ରୋହିତ ଫିଟ ଅଛନ୍ତି ଏବଂ ସେ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ…

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ଓଡ଼ିଆ ପର୍ଯ୍ୟଟକଙ୍କ ଜୀବନ ଗଲା

ଭୁବନେଶ୍ୱର: ଜମ୍ମୁ କାଶ୍ମୀର ପହଲଗାମରେ ମଙ୍ଗଳବାର ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ଓଡ଼ିଶା ବାଲେଶ୍ବର ଜିଲ୍ଲାର ଜଣେ ପର୍ଯ୍ୟଟକ ରହିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ ସତପଥୀ ବୋଲି ଚିହ୍ନଟ କରାଯାଇଛି। ସେ ବାଲେଶ୍ୱର ଜିଲ୍ଲାର ରେମୁଣା…

କାଲିଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ପାଇଁ ବନ୍ଦ ଘୋଷଣା କଲେ ସରକାର । କାଲିଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ । ତାପମାତ୍ରା ବୃଦ୍ଧି…

ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଚାଇନିଜ୍ ଆପକୁ ହଟାଯାଉ; ଭାରତ ସରକାର ଦେଲେ ଆଦେଶ

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଓ  ଭାରତୀୟ ସର୍ବେକ୍ଷଣ ବିଭାଗ ଗୁଗୁଲକୁ ପ୍ଲେ ଷ୍ଟୋରରୁ ଚାଇନିଜ୍ ଚାଟ୍ ଆପ୍ ଅବଲୋ (Ablo)କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ଏହି ଚୀନ୍ ଆପ୍ ଭାରତର ସୀମାକୁ ସଠିକ୍ ଭାବରେ ଦର୍ଶାଉ ନଥିଲା।…