ପ୍ରିୟଦର୍ଶନଙ୍କ ଫିଲ୍ମରେ ଅନ୍ଧ ହେବେ ସୈଫ
ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲୀ ଖାଁ ଏବେ ଲୋକପ୍ରିୟ ନିର୍ମାତା ପ୍ରିୟଦର୍ଶନଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ଏକ ଅନ୍ଧ ଲୋକଙ୍କ ଭୂମିକା କରିବେ । ଏହି ଫିଲ୍ମ ନେଇ ସେ ବେଶ ଉତ୍ସାହିତ ଅଛନ୍ତି ବୋଲି ସୈଫ କହିଛନ୍ତି । ମୋହନଲାଲ ଅଭିନୀତ ମାଲାୟଲମ ଫିଲ୍ମ…