Latest Odisha News

BREAKING NEWS

Yearly Archives

2025

୧୦ ମିନିଟରେ ଘରେ ବସି ପାଆନ୍ତୁ ନୂଆ ସିମ୍ !

ନୂଆଦିଲ୍ଲୀ: ମୋବାଇଲ୍ ସିମ୍ କିଣିବା ପାଇଁ, ଆପଣଙ୍କୁ ଆଉ  ଦୋକାନକୁ ଯାଇ ଆପଣଙ୍କର ପସନ୍ଦର ନମ୍ବର ଚୟନ କରିବାକୁ ପଡିବ ନାହିଁ। ଆପଣ ମାତ୍ର ୧୦ ମିନିଟରେ ଆପଣଙ୍କ ଘରେ ସିମ୍ ପାଇଯିବେ। ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ୍ କ୍ୱିକ୍ କମର୍ସ ପ୍ଲାଟଫର୍ମ ବ୍ଲିଙ୍କିଟ୍ ସହିତ ପାର୍ଟନରସିପ୍ କରିଛି…

ରଥଯାତ୍ରାରେ ‘ଏଆଇ’ର ନିଆଯିବ ସହଯୋଗ, ଭିଡ ନିୟନ୍ତ୍ରଣ କରିବ ଡ୍ରୋନ କ୍ୟାମେରା

ପୁରୀ: ଚଳିତ ରଥଯାତ୍ରାରେ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା କରିବ ଏଆଇ କ୍ୟାମେରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବୈଷୟିକ ସହାୟତା ନିଆଯାଇ ଅତ୍ୟାଧୁନିକ ଡ୍ରୋନ କ୍ୟାମେରା ଦ୍ବାରା ଭିଡ ନିୟନ୍ତ୍ରଣ,…

ଆହୁରି ୩ ଦିନ କାଳବୈଶାଖୀ! ପ୍ରବଳ ବର୍ଷା ପାଇଁ ଆଜି ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଆହିରି ୩ ଦିନ ଯାଏ ଅର୍ଥାତ୍ ୧୯ ତାରିଖ ଯାଏ ରହିବ କାଳବୈଶାଖୀ ବର୍ଷା। ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ…

ଦୁର୍ଲଭ ନବପଞ୍ଚମ ରାଜଯୋଗ:ଏହି ତିନି ରାଶି ଉପରେ ପଡିବ ଅଧିକ ପ୍ରଭାବ

ଭୁବନେଶ୍ବର: ଆସନ୍ତା ୨୦ ଏପ୍ରିଲରେ ୨୦୨୫ରେ, ଏକ ଶକ୍ତିଶାଳୀ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ୨ଟି ଗ୍ରହ ପରସ୍ପରଠାରୁ ପଞ୍ଚମ (୫ମ) କିମ୍ବା ତ୍ରିକୋଣ (୯ମ) ଘରେ ଅବସ୍ଥିତ ରହି ଶୁଭ ଘରଗୁଡ଼ିକ ଉପରେ ଦୃଷ୍ଟି ଦିଅନ୍ତି, ସେତେବେଳେ ନବପଞ୍ଚମ ରଜ ଯୋଗ ସୃଷ୍ଟି ହୁଏ । ଏହି ଯୋଗକୁ ବହୁତ…

ଶ୍ରୀ ଭାଗବତ ସାର ୮: ଗୀତା ରୂପକ ଦୁଗ୍ଧରେ ମହୁ ମିଶାଇଲେ ଯାହା ହୁଏ ତାହା ହିଁ ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଉତ୍ପତି ସ୍ୱୟଂ ନାରାୟଣଙ୍କ ଉପଦେଶରୁ ହୋଇଛି। ଏହା ଜାଣିବା ପରେ ମନରେ ସ୍ୱତଃ ପ୍ରଶ୍ନ ଉଠେ ବେଦ, ଉପନିଷଦ ସବୁ ଭଗବାନ ମନ୍ୟୁଷଙ୍କୁ ଦେଇ ସାରିବା ପରେ ପୁଣି ବ୍ରହ୍ମାଙ୍କୁ ଭାଗବତ ତତ୍ୱ କାହିଁକି ପ୍ରଦାନ…

ଏବର୍ଷ ମୌସୁମୀରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ: ଆଇଏମ୍‌ଡି

ନୂଆଦିଲ୍ଲୀ: ଚଳିତ ବର୍ଷ ମୌସୁମୀ ଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମୌସୁମୀ ପୂର୍ବାନୁମାନ ବାବଦରେ ଏପରି କିଛି କହିଛନ୍ତି। ଆଇଏମ୍‌ଡି ମାନଦଣ୍ଡ ଅନୁଯାୟୀ, ୮୭ ସେମି ବର୍ଷାକୁ ସ୍ୱାଭାବିକ ଗଣାଯାଏ, ଏବଂ…

ଏୟାରଟେଲ, ଜିଓକୁ ମାତ ଦେଲା ଭଳି ବିଏସଏନଏଲର ଏହି ରିଚାର୍ଜ ପ୍ୟାକ

ନୂଆଦିଲ୍ଲୀ: ଜିଓ, ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ଭଳି ଘରୋଇ ସଂସ୍ଥାର ରିଚାର୍ଜ ପ୍ୟାକ ମହଙ୍ଗା । ଏପରି ସ୍ଥିତିରେ ବିଏସ୍‌ଏନ୍‌ଏଲ୍ ଶସ୍ତା ପ୍ଲାନ୍ ସମାନ ସୁବିଧା ପ୍ରଦାନ କରି ଗ୍ରାହକଙ୍କ ସଂଖ୍ୟା ଯୋଡ଼ିବାକୁ ଅନବରତ ଚେଷ୍ଟା କରୁଛି । ମୋଦି ସରକାରରେ ଘରୋଇ କମ୍ପାନୀର ପ୍ରଭାବ ବଢୁଥିବା…

ଅପେରାରେ କଳାକାର ଚୟନ ପାଇଁ ଆଇପିଏଲ ଭଳି ନିଲାମକୁ ବିରୋଧ, ଆଜି ବସୁଛି ବଡ଼ ବୈଠକ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା ଜଗତରେ ଚାଲିଥିବା କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ମଧ୍ୟରେ ଲୋକପ୍ରିୟ ଯାତ୍ରା ଅଭିନେତ୍ରୀ ନମିତା ଭୂୟାଁ ନିଜର ସ୍ପଷ୍ଟ ମତ ରଖିଛନ୍ତି । ସେ କମେଡିଆନ ନରି ପଣ୍ଡାଙ୍କ ବିରୋଧରେ ଲଗାଯାଇଥିବା ବ୍ୟାନକୁ ବିରୋଧ କରି ମାଲିକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ।…

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ୨୫ ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠନ

ଭୁବନେଶ୍ବର:ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଲ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜନୈତିକ ବ୍ୟାପାର କମିଟି ଘୋଷଣା କରିଛନ୍ତି। ଘୋଷଣା କରାଯାଇଥିବା ଓଡ଼ିଶା ରାଜନୈତିକ ବ୍ୟାପାର କମିଟିରେ ୨୫ ଜଣ ସଦସ୍ୟ ରହିଛନ୍ତି । ଏକ୍ସ ଅଫିସିଓ…

ଟଏଲେଟ ପେପରରେ ଇସ୍ତଫା ପତ୍ର ଲେଖି କମ୍ପାନୀକୁ ବଡ଼ ବାର୍ତ୍ତା ଦେଲେ କର୍ମଚାରୀ

ନୂଆଦିଲ୍ଲୀ: ସିଙ୍ଗାପୁରରେ ଏକ କମ୍ପାନୀର ଜଣେ କର୍ମଚାରୀ ଟଏଲେଟ ପେପରରେ ଲେଖା ଇସ୍ତଫା ପତ୍ର ଦେଇଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଇସ୍ତଫା ପତ୍ର ଜରିଆରେ କର୍ମଚାରୀ ଜଣଙ୍କ ନିଜର ମାନସିକ ଅବସ୍ଥାକୁ ଚିଠି ଜରିଆରେ କମ୍ପାନୀ ପ୍ରତିଥିବା ଚିନ୍ତାଧାରାକୁ…