Latest Odisha News

BREAKING NEWS

Yearly Archives

2025

ହନୁମାନ ଜୟନ୍ତୀ ପାଇଁ ସାରା ରାଜ୍ୟରେ ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ

ସମ୍ବଲପୁର: ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଓ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ସାରା ରାଜ୍ୟରେ ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ। ୪୦ଡ୍ରୋନ୍‌ ଓ ୬୦୦ ସିସିଟିଭି କ୍ୟାମେରା ସର୍ଭିଲାନ୍ସରେ ସମ୍ୱେଦନଶୀଳ ଅଞ୍ଚଳ। ହାଇ ଆଲର୍ଟରେ ସମ୍ବଲପୁର ଓ ଭଦ୍ରକ ରହିଛି। ସାରା ଓଡ଼ିଶାରେ…

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ: ଶ୍ରୀମନ୍ଦିରରେ ପ୍ରଚଳନ ହେବ ନୂଆ ଓଡ଼ିଆ ପଞ୍ଜିକା

ପୁରୀ: ଆଜି ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ। ଆଜିଠାରୁ ଓଡ଼ିଆ ନୂଆବର୍ଷ ଆରମ୍ଭ। ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ରାଜ୍ୟର ସମସ୍ତ ଛୋଟବଡ଼ ସମସ୍ତ ହନୁମାନ ମନ୍ଦିର। ଘରେ ଘରେ ଦେବାଦେବୀଙ୍କ ପୂଜା, ଭୋଗ, ହୋମ ଆଦି ଅନୁଷ୍ଠିତ ହୋଇଥାଏ। ଆଜି ଠାରୁ ନୂଆ ଓଡ଼ିଆ ପଞ୍ଜିକା ପ୍ରଚଳନ…

୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ହେଲେ କାଳବୈଶାଖୀ ପାଇଁ ସୋମବାର ୭ ଜିଲ୍ଲାରେ ଝଡ଼ ବର୍ଷା ସମ୍ଭାବନା ଅଛି। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ଘଡ଼ଘଡ଼ି…

ଶ୍ରୀ ଭାଗବତ ସାର ୬: ଶ୍ରୀମଦ ଭାଗବତ ହେଉଛି ସବୁଠାରୁ ସରଳ ପ୍ରେମ ପ୍ରଧାନ ଓ ଭକ୍ତିର ମାର୍ଗ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କେବଳ ଭଗବାନ ସ୍ୱରୂପ ବା ଶ୍ରୀଗୁରୁ ସ୍ୱରୂପ ଗ୍ରନ୍ଥ ନୁହେଁ, ଏହା ପ୍ରକୃତରେ ପ୍ରେମ ପ୍ରଧାନ ଗ୍ରନ୍ଥ ସନାତନ ଧର୍ମ ଧାରରେ ବେଦ ଓ ଉପନିଷଦର ଯେପରି ପ୍ରାଧାନ୍ୟ ରହିଛି ସେହିପରି ଶ୍ରୀମଦ ଭାଗବତ ର ମଧ୍ୟ…

ୟୁକ୍ରେନ ଉପରେ ମିସାଇଲ୍ ମାଡ଼, ୩୦ରୁ ଅଧିକ ଆହତ

କିଭ: ୠଷ ଏବଂ ୟୁକ୍ରେନ ମଧ୍ୟରେ ତିନି ବର୍ଷ ଧରି  ଚାଲିଥିବା ବିବାଦ ଓ ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ ବରଂ ଏହା ଦିନକୁ ଦିନ ଆହୁରି ସାଂଘାତିକ ହେବାରେ ଲାଗିଛି। ତେବେ ରବିବାର ଦିନ ଋଷ ୟୁକ୍ରେନର ସୁମି ସହର ଉପରେ ଆଉ ଏକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣରେ ୩୦ରୁ ଅଧିକ…

ଓଡ଼ିଆ ପକ୍ଷର ତ୍ରୟୋଦଶ ଦିବସ ଅବସରରେ “ଆମ ରୁଚି ଆମ ଖାଦ୍ୟ” ଉତ୍ସବ ପାଳନ

ଭୁବନେଶ୍ବର: ଓଡ଼ିଆ ପକ୍ଷ ପାଳନର ତ୍ରୟୋଦଶ ଦିବସ ଅବସରରେ ଆଜି ପାଳିତ ହୋଇଯାଇଛି "ଆମ ରୁଚି ଆମ ଖାଦ୍ୟ" ଉତ୍ସବ। ଆମ ଓଡ଼ିଆ ହାଣ୍ଡିଶାଳର ବିଭିନ୍ନ ବ୍ୟଞ୍ଜନ ଯଥା ପିଠାପଣା, ପଖାଳ, ବେସର-ମହୁର, ନଅ ତିଅଣ ଛଅ ଭଜା ଆଦି ପାରମ୍ପରିକ ଖାଦ୍ୟର ବହୁଳ ପ୍ରଚାର ଓ ପ୍ରସାର ସହ ଯୁବପିଢ଼ିଙ୍କ ମଧ୍ୟରେ…

ମ୍ୟାଟ୍ରିକ ପରେ କେଉଁ ପାଠ ପଢ଼ିବା ଭଲ? କ୍ୟାରିଅର ଗଢ଼ିବା ପାଇଁ ସଠିକ୍ ବାଟ କଣ?

ମ୍ୟାଟ୍ରିକ (ଦଶମ ଶ୍ରେଣୀ) ପାସ କରିବା ପରେ ଜଣେ ଛାତ୍ରଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଥାଏ। ଏହି ସମୟରେ ସଠିକ୍ ପାଠ୍ୟକ୍ରମ ଏବଂ କ୍ୟାରିଅର ବାଛିବା ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହୋଇଥାଏ। ଆଜିକାଲି ବିଭିନ୍ନ କ୍ଷେତ୍ରରେ ଅନେକ ସୁଯୋଗ ଥିବାରୁ ଛାତ୍ରଛାତ୍ରୀମାନେ ନିଜର ରୁଚି,…

ଭାରତର ପ୍ରଥମ ଶକ୍ତିଶାଳୀ ଲେଜର୍ ବେସଡ୍ ଓ୍ୱିପନର ସଫଳ ପରୀକ୍ଷଣ ; କିଛି ସେକେଣ୍ଡରେ ଧ୍ୱଂସ ହେବ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ଏକ ଲେଜର-ଆଧାରିତ ଅସ୍ତ୍ର ପ୍ରଣାଳୀର ସଫଳତାର ସହିତ ପରୀକ୍ଷଣ କରିଛି । ଯାହା ସ୍ଥିର ଫିକ୍ସଡ ୱିଂଗ ଏବଂ ସ୍ୱାର୍ମ ଡ୍ରୋନକୁ ନିଷ୍କ୍ରିୟ କରିପାରିବ। ଏହି ପ୍ରଯୁକ୍ତିବିଦ୍ୟା ବିକଶିତ କରିଥିବା ଚାରୋଟି ଦେଶ ମଧ୍ୟରୁ ଗୋଟିଏ ଦେଶ ହୋଇଯାଇଛି ଭାରତ। ଭାରତ ବ୍ୟତୀତ…

୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍; ସେମିଫାଇନାଲରେ ଏହି ଦଳ

ଭୁବନେଶ୍ୱର: ଓଡ଼ିଶା ପୋଲିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍– ୨୦୨୫ ରବିବାର ଖେଳାଯାଇଛି। ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ପଞ୍ଜାବ ଓ କର୍ଣ୍ଣାଟକ (ପୁରୁଷ) ପୋଲିସ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ପଞ୍ଜାବ,…

ସୋସିଆଲ ମିଡିଆରେ ପୂନର୍ବାର ମୁହାଁମୁହିଁ ହେଲେ ଭିନେଶ ଆଉ ବବିତା

ନୂଆଦିଲ୍ଲୀ: ଭାରତୀୟ କୁସ୍ତିରେ ଫୋଗଟ ପରିବାର ଯୋଗଦାନ ସର୍ବଦା ଆଗରେ ରହିବ । ମହାବୀର ସିଂ ଫୋଗଟଙ୍କ ପରେ ବବିତା ଓ ଗୀତା ମଧ୍ୟ ଦେଶ ପାଇଁ ବେଶ ନାମ କମାଇଥିଲେ । ତେବେ ଏହି ଦୁଇ ଭଉଣୀ ଏବଂ ସେମାନଙ୍କ ଦାଦାଙ୍କ ଝିଅ ତଥା ପ୍ରତିଷ୍ଠିତ ରେସଲର ଭିନେଶଙ୍କ ମଧ୍ୟରେ ସର୍ବଦା ବିବାଦ ଉପୁଜିଛି ।…