Latest Odisha News

BREAKING NEWS

Yearly Archives

2025

ମଣିଷର ମୃତ୍ୟୁ ପରେ ସ୍ୱର୍ଗରେ କ’ଣ ହୁଏ? ଗରୁଡ଼ ପୁରାଣ କ’ଣ କହୁଛି

ଭୁବନେଶ୍ୱର: ମୃତ୍ୟୁ ଏକ ଅନିବାର୍ଯ୍ୟ ସତ୍ୟ, କିନ୍ତୁ ଏହା ପରେ କ’ଣ ହୁଏ, ତାହା ସମ୍ପର୍କରେ ମଣିଷ ମନରେ ସବୁବେଳେ କୌତୁହଳ ରହିଛି। ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣ ଏହି ରହସ୍ୟମୟ ପ୍ରଶ୍ନର ଉତ୍ତର ଦେବା ସହ ମୃତ୍ୟୁ ପରବର୍ତ୍ତୀ ଜୀବନ, ସ୍ୱର୍ଗ, ନର୍କ ଓ ଆତ୍ମାର ଯାତ୍ରା ବିଷୟରେ ବିସ୍ତୃତ ଭାବେ…

ବିଜେଡି ଜିଲ୍ଲା ସଭାପତି ନିର୍ବାଚନ; ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ବର: ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡି ଜିଲ୍ଲା ସଭାପତି । ଏନେଇ ସୂଚନା ଦେଇଛନ୍ତି ବିଜେଡିର ବିଧାୟକ ପ୍ରତାପ କେଶରୀ ଦେବ। ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ ୧୬ ଜିଲ୍ଲାର ନାମାଙ୍କନ ଆସିଛି। ୧୬ ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ ନାମାଙ୍କନ ଭରି ଥିବାରୁ…

‘ଅପରାଜିତାଙ୍କ ପାଇଁ ଦଳ ବଡ, ସହର ନୁହେଁ’- ମେୟର ସୁଲୋଚନା

ଭୁବନେଶ୍ବର: ‘ଅପରାଜିତାଙ୍କ ପାଇଁ ଦଳ ବଡ, ସହର ବଡ ନୁହେଁ’ । ଆଜି ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଭୁବନେଶ୍ବରରେ ଆୟୋଜିତ ହୋଇଥିବା ବେଳେ ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତକୁ ନେଇ କିଛି ଏପରି ବୟାନ ରଖିଛନ୍ତି ଭୁବନେଶ୍ବର ମେୟର ତଥା ବିଜେଡି ନେତ୍ରୀ…

ପୋଷ୍ଟମାଷ୍ଟରଙ୍କ ହାତଗୋଡ଼ ବାନ୍ଧି ଲୁଟିନେଲେ ୫ ଲକ୍ଷ ଟଙ୍କା

ସୋର: ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗ୍ରାମର ପୋଷ୍ଟମାଷ୍ଟର ବଟକୃଷ୍ଣ ମଲିକଙ୍କ ଘରୁ  ଲୁଟ୍‌ । ଏନେଇ ସେ ସୋର ଥାନାରେ ଅଭିଯୋଗ କରିଛନ୍ତି। ଖବରମୁତାବକ,ବିଳମ୍ବିତ ରାତିରେ ପରିବାର ଲୋକେ ଶୋଇଥିବବେଳେ ୪ ଜଣ ଯୁବକ ମୁହଁରେ କପଡା ବାନ୍ଧି ଘର ପଛ ପଟେ ଦେଇ ପଶିଥିଲେ। ସେମାନେ ବଟକୃଷ୍ଣ ଓ…

ମଶା କାମୁଡ଼ିଲେ ରକ୍ତ ବାହାରେ ନାହିଁ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ଭୁବନେଶ୍ୱର: ମଶା କାମୁଡିବା ଆମ ସମସ୍ତଙ୍କ ପାଇଁ ଏକ ସାଧାରଣ ଅନୁଭବ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ମଶା କାମୁଡ଼ିଲେ କାହିଁକି ଆମ ଶରୀରରୁ ରକ୍ତ ବାହାରେ ନାହିଁ, ଯେପରି ଅନ୍ୟ ଆଘାତରେ ହୁଏ? ଏହା ପଛରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ବୈଜ୍ଞାନିକ ରହସ୍ୟ। ଆସନ୍ତୁ ଜାଣିବା ଏହି ପ୍ରଶ୍ନର…

ଟମାଟୋ ବି ଭେଜାଲ୍: ସତର୍କ ହେଇଯାଆନ୍ତୁ…ଯେତେ ଲାଲ୍, ସେତେ ବିପଦ

ନୂଆଦିଲ୍ଲୀ: ବର୍ତ୍ତମାନ ସ୍ଥିତିରେ କୌଣସି ପଦାର୍ଥର ସୁଦ୍ଧତା ବୋଧା ସ୍ବପ୍ନ । ପନିପରିବା ଠାରୁ ଆରମ୍ଭ କରି ଡାଲି ଚାଉଳ, ଚିନି, ପନିର, ଘିଅ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ସୁଦ୍ଧତା ଏବେ ବୋଧେ ଆଶା କରିବା ବେକାର । ଯାହା ଏବେକା ଲୋକଙ୍କ ପାଇଁ ଖାଉଥିବା ଖାଦ୍ୟକୁ ନେଇ ଚିନ୍ତା…

ରାଜଧାନୀର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତିଙ୍କ ଆହ୍ୱାନ

ଭୁବନେଶ୍ବର: ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହୋଇଛି । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ସୁରମା ପାଢୀ ଯୋଗଦେଇଥିଲେ । ଶ୍ରୀମତୀ ପାଢ଼ୀ ପତାକା ଉତ୍ତୋଳନ କରି ବେସାମାରିକ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।…

‘ଓ୍ବାକଫ୍ ଉପରେ ନଜର ପକାଇଲେ, ଆଖି ତାଡି ଦେବୁ’, ଚେତାବନୀ ଦେଲେ ଟିଏମସି ନେତା

କୋଲକାତା: ପଶ୍ଚିମବଙ୍ଗରେ ଏବେ ତେଜିଛି ଓ୍ବାକଫ୍ ଆଇନ୍ ବିରୋଧ ହିଂସା । ଜଳୁଛି ପଶ୍ଚିମବଙ୍ଗ ରାଜ୍ୟର ମୁସଲିମବହୁଳ ଜିଲ୍ଲା ମୁର୍ଶିଦାବାଦ । ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ରୁ ଅଧିକ ଜଣଙ୍କୁ ଗିରଫ କଲାଣି ପୋଲିସ୍ । ହେଲେ ଥମୁନି ହିଂସା ଏବଂ ବର୍ବରତା । ଯାହାକୁ ନେଇ…

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆକ୍ରମଣ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ କିଛି ଦୁର୍ବୁତ୍ତ ମାନେ ଆକ୍ରମଣ କରିଛନ୍ତି । ଆରୁହା ଗ୍ରାମରେ ହିଙ୍ଗୁଳା ଯଜ୍ଞକୁ ଯିବା ବେଳେ ବିରୋଧ ପ୍ରଦର୍ଶନ ସହ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଖବର ପାଇ ଜେନାପୁର ପୋଲିସ ଘଟଣା…

୧୦ ଦିନ ପରେ ଝିଅ ସହ ହୋଇଥାନ୍ତା ବାହାଘର: ଭାବି ଜ୍ବାଇଁ ସାଙ୍ଗରେ ଫେରାର ହେଲେ ମାଆ

ଆଲିଗଡ: ୧୦ ଦିନ ପରେ ଝିଅ ସହ ପଡିଥାନ୍ତା ହାତଗଣ୍ଡି । ନିମନ୍ତ୍ରଣପତ୍ର ଛପା ସରିଥିଲା । ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ ବି ଦିଆଯାଇଥିଲା । ହେଲେ ସମସ୍ତଙ୍କୁ ସ୍ତବ୍ଧ କରି ବାହାଘର ପ୍ରସ୍ତୁତି ଭିତରେ ମାଆ ତାଙ୍କ ହେବାକୁ ଥିବା ଜ୍ବାଇଁ ସହିତ ପଳାଇଛନ୍ତି । କିଛି ଏଭଳି ଆଶ୍ଚର୍ଯ୍ୟ କରିଦେବା…