ଦେଶବ୍ୟାପୀ ୟୁପିଆଇ ସର୍ଭିସ ଡାଉନ
ନୂଆଦିଲ୍ଲୀ: ସାରା ଦେଶରେ ଶନିବାର ସକାଳେ ୟୁପିଆଇ ସର୍ଭିସ ଡାଉନ ଥିବା ଦେଖାଯାଇଥିଲା। ଯାହାଫଳରେ ୟୁଜର୍ସମାନେ ଡିଜିଟାଲ୍ କାରବାର କରିପାରୁନାହାଁନ୍ତି। ହଠାତ୍ ଏଭଳି ତ୍ରୁଟି ଯୋଗୁଁ ୟୁପିଆଇ ପେମେଣ୍ଟ ପ୍ରଭାବିତ ହୋଇଛି।
ୟୁପିଆଇ ସେବା ପ୍ରଭାବିତ ହେବା ଯୋଗୁଁ ଅନେକ ଉପଭୋକ୍ତା ପେମେଣ୍ଟ…