Latest Odisha News

BREAKING NEWS

Yearly Archives

2025

‘ଭାରତର ସୁରକ୍ଷା ସ୍ୱାର୍ଥ ବିରୁଦ୍ଧରେ ଆମ ଭୂମି ବ୍ୟବହାର କରିବାକୁ ଦେବୁ ନାହିଁ’

କଲମ୍ବୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶ୍ରୀଲଙ୍କା ଗସ୍ତ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କକୁ ଏକ ନୂତନ ଶକ୍ତି ଦେବା ଦିଗରେ ଅଗ୍ରସର ହେଉଛି । ଫଳରେ ମୋଦିଙ୍କ ଶ୍ରୀଲଙ୍କା ଗସ୍ତ ଏବେ ଚୀନ୍‌ ର ଚିନ୍ତା ବଢ଼ାଇବାରେ ଲାଗିଛି । ଶ୍ରୀଲଙ୍କା ରାଷ୍ଟ୍ରପତି ଦିସାନାୟକେ ଚୀନର ନାମ ନ ନେଇ…

ଗୁଜୁରାଟରେ ହିଟ୍ ଆଣ୍ଡ ରନ୍ ମାମଲା; ଗଞ୍ଜେଇ ନିଶାରେ ଗାଡି ଚଳାଉଥିଲେ ଲ’ ଛାତ୍ର

ବଡୋଦରା: ଗୁଜୁରାଟର ବଡୋଦରାରେ ଏକ ହିଟ୍ ଆଣ୍ଡ୍ ରନ୍ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ରକ୍ଷିତ ଚୌରାସିଆ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲା। ଗାନ୍ଧୀନଗର ସ୍ଥିତ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ମଦ୍ୟପାନ…

ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ ଆୟୋଜିତ

ଭୁବନେଶ୍ୱର: ସମୃଦ୍ଧ ଶିଳ୍ପ-ସ୍ଥାପତ୍ୟ, କଳା-ଭାସ୍କର୍ଯ୍ୟ, ସାଂସ୍କୃତିକ ବିଭବ ଏବଂ ଐତିହ୍ୟ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା । ତେବେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଏକ ଐତିହ୍ୟ ଗଣଦୌଡ଼ର ଆୟୋଜନ ହୋଇଯାଇଛି । ଓଡ଼ିଶାରେ ରହିଥିବା ଐତିହ୍ୟ ସ୍ଥଳୀଗୁଡ଼ିକର ବହୁଳ ପ୍ରଚାର ଓ…

ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନ । ମୋଦିଙ୍କୁ 'ମିତ୍ର ବିଭୂଷଣ'ରେ ସମ୍ମାନରେ ସମ୍ମାନିତ କଲେ ଶ୍ରୀଲଙ୍କା ସରକାର । ଦୁଇ ଦେଶ ମଧ୍ୟରେ ସଂପର୍କ ସୁଦୃଢ଼ ପାଇଁ ଅବଦାନକୁ ଦୃଷ୍ଟିରେ ରଖି ସମ୍ମାନିତ କରିଛନ୍ତି ଶ୍ରୀଲଙ୍କା ସରକାର । ଶ୍ରୀଲଙ୍କା…

ନାରାୟଣପୁର ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଜଣେ ମୃତ

ନାରାୟଣପୁର: ଛତିଶଗଡ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ। ବିସ୍ଫୋରଣରେ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଜଙ୍ଗଲକୁ ଝାଡୁ ସଂଗ୍ରହ କରିବାକୁ ଯାଇଥିବା ବେଳେ ଲ୍ୟାଣ୍ଡମାଇନ ଉପରେ ପଡ଼ିଗଲା ଗୋଡ଼। ବିସ୍ଫୋରଣରେ ଜଣେ ଗ୍ରାମବାସୀ ପ୍ରାଣ ହରାଇଥିବା ବେଳେ ଅନ୍ୟ…

ଷଷ୍ଠ ଦିନରେ ବି ୧୦୦ କୋଟି ଆୟ କରିବାରେ ଅସଫଳ ‘ସିକନ୍ଦର’

ମୁମ୍ବାଇ: ମାର୍ଚ୍ଚ ୩୦ ତାରିଖରେ ତଥା ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ଭାଇଜାନଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ 'ସିକନ୍ଦର' ଭଲ ରେକର୍ଡ କରିବାରେ ବିଫଳ ହୋଇଛି । ଯଦିଓ ଫିଲ୍ମଟି ତିନି ଦିନ ପାଇଁ ଭଲ ବ୍ୟବସାୟ କରିଥିଲା, କିନ୍ତୁ ଏହା ପରେ ଏହାର ରୋଜଗାରରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।…

ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି (ରବିବାର) ଶ୍ରୀରାମ ନବମୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପରମ୍ପରା ଅନୁସାରେ ସ୍ୱତନ୍ତ୍ର ଦେବବିଧି ପାଳନ ହେବ। ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନ ପ୍ରାୟ ୫ ଘଣ୍ଟା ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ…

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପ୍ରିଲ ୭ ତାରିଖରେ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ସୂଚନା ଅନୁସାରେ, ଏପ୍ରିଲ ୭ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଏପ୍ରିଲ ୮ ତାରିଖରେ ଦିଲ୍ଲୀ ନିବେଶକ ସମ୍ମିଳନୀରେ…

ବିଜେଡି କନ୍ଦଳକୁ ନେଇ ଆସୁଛି ବିସ୍ଫୋରକ ବୟାନ: ନବୀନଙ୍କ ଉପରେ କାହାର ଭରସା ନାହିଁ!

ଭୁବନେଶ୍ୱର: ୱାକଫ ବିଲ୍ ସପକ୍ଷରେ ବିଜେଡି ସାଂସଦ ସସ୍ମିତ ପାତ୍ର ଭୋଟ୍ ଦେବାକୁ ନେଇ ଦଳ ଭିତରେ ବଢୁଛି ଅସନ୍ତୋଷ। ପ୍ରଫୁଲ୍ଲ ସାମଲ କାର୍ଯ୍ୟାନୁଷ୍ଠାନ ଦାବି କରି ନବୀନଙ୍କୁ ଚିଠି ଲେଖିଥିବା ବେଳେ ଆଜି ପୁଣି ଥରେ ସସ୍ମିତଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଧାୟକ ବଦ୍ରି ପାତ୍ର। ୱାକଫ୍‌…

ଆରମ୍ଭ ହୋଇଛି ଶିମିଳିପାଳରେ ବାଘ ଗଣନା, ଲାଗିଛି ୩୦୦ରୁ ଅଧିକ ଟ୍ରାପ କ୍ୟାମେରା

ବାରିପଦା : ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ଶିମିଳିପାଳ ଉତ୍ତର ଓ ଦକ୍ଷିଣ ସମେତ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦାରେ ମଧ୍ୟ ବାଘ ଗଣନା କରାଯିବ। ଏଥିପାଇଁ ବନବିଭାଗ ପକ୍ଷରୁ ଏଥିପାଇଁ ଡିଡି, ଡିଏଫ୍ଓ, ଏସିଏଫ୍ ଏବଂ ଡବ୍ଲ୍ୟୁଆଇଆଇ ଟିମ୍…