୨୭ ବର୍ଷ ପରେ ପର୍ତ୍ତୁଗାଲ ଗସ୍ତରେ ଭାରତୀୟ ରାଷ୍ଟ୍ରପତି, କାହିଁକି ଖାସ ଏହି ଯାତ୍ରା…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାରି ଦିନିଆ ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତରେ ଯିବେ। ସେ ଏପ୍ରିଲ ୭ ରୁ ୮ ପର୍ଯ୍ୟନ୍ତ ପର୍ତ୍ତୁଗାଲରେ ରହିବେ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ସଚିବ (ପଶ୍ଚିମ) ତନ୍ମୟ ଲାଲ ସୂଚନା ଦେଇଛନ୍ତି।
ସେ…