Latest Odisha News

BREAKING NEWS

Yearly Archives

2025

ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆସନ୍ତା ୧୩ ଓ ୧୪ ତାରିଖରେ ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏଥିନିମନ୍ତେ ପୂର୍ବରୁ ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହାକୁ ମହା ଆଡ଼ମ୍ବରରେ ପାଳନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ୟାରେଡ ଓ ବିଭିନ୍ନ ପ୍ରତିଯୋଗୀତା…

ଜାତୀୟ ଖୋ ଖୋ ଚାମ୍ପିୟନଶିପ: ଓଡିଶା ମହିଳା ଦଳକୁ ରୌପ୍ୟ

ପୁରୀ: ୫୭ତମ ଜାତୀୟ ସିନିୟର ଖୋ ଖୋ ଚାମ୍ପିୟନଶିପରେ ଓଡିଶା ମହିଳା ଦଳ ପ୍ରଭାବୀ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି । ପୁରୀରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ମେଗା ଟୁର୍ଣ୍ଣାମେଂଟର ଫାଇନାଲରେ ମହାରାଷ୍ଟ୍ର ବିପକ୍ଷ ଫାଇନାଲରେ ଓଡିଶା ଟିମ ଚମତ୍କାର ପ୍ରଦର୍ଶନ କରିଥିଲା । ପ୍ରଥମାର୍ଦ୍ଧ…

₹୧୦ ଓ ₹୫୦୦ର ନୂଆ ନୋଟ୍ ଆଣିବ ଆରବିଆଇ ! ଜାଣନ୍ତୁ ପୁରୁଣା ନୋଟର କ’ଣ ହେବ?

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପୁଣି ଥରେ ୫୦୦ ଟଙ୍କାର ନୂଆ ନୋଟ୍ ଜାରି କରିବାକୁ ଯାଉଛି। ଏହା ସହିତ ଆରବିଆଇ ମଧ୍ୟ ଦଶ ଟଙ୍କିଆ ନୋଟ୍ ଜାରି କରିବ । ଏହି ଦୁଇଟି ନୋଟରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ କିଛି ପରିବର୍ତ୍ତନ…

ରାମନବମୀ ଅବସରରେ ପାମ୍ବନ ରେଳ ସେତୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୬ ତାରିଖରେ ତାମିଲନାଡୁ ଗସ୍ତ କରିବେ । ରାମନବମୀ ଅବସରରେ, ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ ନୂତନ ପାମ୍ବନ ରେଳ ସେତୁ ଯାହାକି ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁର ଉଦଘାଟନ କରିବେ ଏବଂ ରୋଡ୍ ସେତୁରୁ ଏକ ଟ୍ରେନ୍ ଏବଂ ଏକ ଜାହାଜକୁ…

କେବଳ ମେଣ୍ଡିସ ନୁହନ୍ତି, ଏମାନେ ବି ଦୁଇ ହାତରେ କରିଛନ୍ତି ବୋଲିଂ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶ୍ରୀଲଙ୍କା କ୍ରିକେଟର କାମିନ୍ଦୁ ମେଣ୍ଡିସ ଚର୍ଚ୍ଚାରେ ରହିଛନ୍ତି । ସନରାଇଜର୍ସ ହାଇଦ୍ରାବାଦର ଏହି ଖେଳାଳି କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଦୁଇ ହାତରେ ବୋଲିଂ କରିଥିଲେ । ଆସନ୍ତୁ ନଜର ପକାଇବା ଏହା ପୂର୍ବରୁ କେଉଁ କେଉଁ ଖେଳାଳିମାନେ ଦୁଇ ହାତରେ…

ଏବେ ଆପଣଙ୍କ ପ୍ରିୟଜନଙ୍କୁ ଏକା ସାଙ୍ଗରେ ପଠାଇପାରିବେ ରିଲ୍ସ, ଆସିଲା ନୂଆ ଅପଡେଟ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ନୂଆ ଫିଚର ଅପଡେଟ୍ କରାଯାଇଛି। ଏହି ନୂତନ ଫିଚର୍ ସାହାଯ୍ୟରେ, ଏବେ ଆପଣ ଆପଣଙ୍କର ପ୍ରିୟ ଲୋକଙ୍କୁ ଏକାଥରେ ଗୋଟିଏ ରିଲ୍ ପଠାଇ ପାରିବେ। ସମସ୍ତଙ୍କୁ ଏକାଥରେ ରିଲ୍ ପଠାଇ ଆପଣ ଆପଣଙ୍କର ପ୍ରିୟ ଲୋକଙ୍କର ଏକ ଗ୍ରୁପ୍ ମଧ୍ୟ ତିଆରି…

ଧୋନୀ ପୂନର୍ବାର ହୋଇ ପାରନ୍ତି ଚେନ୍ନାଇ ଅଧିନାୟକ

ଚେନ୍ନାଇ: ମହେନ୍ଦ୍ର ସିଂ ଧୋନୀ ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେଇ ପାରନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଧୋନୀ ଦଳର ନେତୃତ୍ୱ ନେବା ସମ୍ଭାବନା ରହିଛି । ନିୟମିତ ଅଧିନାୟକ ରିତୁରାଜ ଗାଏକ୍ୱାଡ ଆଘାତପ୍ରାପ୍ତ ଅଛନ୍ତି । ସେ ଶନିବାର ହେବାକୁ ଥିବା ଦିଲ୍ଲୀ…

ଆଗାମୀ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ

ଭୁବନେଶ୍ଵର: ଆଗାମୀ ଦିନରେ କଂଗ୍ରେସର ଜିଲ୍ଲାସ୍ତରୀୟ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ, ବିକ୍ଷୋଭ, ରାଲି ଇତ୍ୟାଦି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କଂଗ୍ରେସର ୩୫ ଗୋଟି ସାଂଗଠନିକ ଜିଲ୍ଲା ନିମନ୍ତେ ଜିଲ୍ଲା ପର୍ଯ୍ୟବେକ୍ଷକ…

ଆସନ୍ତା ୨ ବର୍ଷ ଯାଏଁ ଯାତ୍ରା ଜଗତରୁ ଦୂରେଇ ରହିବେ ପୀୟୁଷ ତ୍ରିପାଠୀ

ଭୁବନେଶ୍ଵର: ଏ ବର୍ଷ ଯାତ୍ରା ଜଗତରୁ ଦୂରେଇ ରହିପାରନ୍ତି ପୀୟୁଷ ତ୍ରିପାଠୀ । ସୋସିଆଲ୍ ମିଡିଆରେ ପୀୟୁଷଙ୍କ ବାପାଙ୍କ ଚିଠିକୁ ନେଇ ବଢିଲା ଚର୍ଚ୍ଚା । ପୀୟୁଷଙ୍କ ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ନେଇ ଚିଠି ଲେଖିଲେ ପୀୟୁଷଙ୍କ ବାପା । ଏନେଇ ଯାତ୍ରା ମାଲିକ ମହାସଂଘ ସଭାପତିଙ୍କୁ ଚିଠି…

ଏହି କାରଣ ଯୋଗୁ ମୁମ୍ବାଇ ଛାଡିଲେ ଯଶସ୍ୱୀ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଓପନର ତଥା ମୁମ୍ବାଇ ଟିମର ଷ୍ଟାର ଖେଳାଳି ଯଶସ୍ୱୀ ଜୈସୱାଲଙ୍କ ଗୋଆ ପକ୍ଷରୁ ଖେଳିବା ନିଷ୍ପତି ସମସ୍ତଙ୍କୁ ଚକିତ କରିଛି । ତେବେ କଣ ପାଇଁ ଯଶସ୍ୱୀ ମୁମ୍ବାଇ ଛାଡିବା ପାଇଁ ନିଷ୍ପତି ନେଲେ ତାର କାରଣ ସମ୍ମୁଖକୁ ଆସିଛି । ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର…