Latest Odisha News

BREAKING NEWS

Yearly Archives

2025

ପୁଣି ଥରେ ଯୋଗୀ ସରକାର, ନା ଆଉ କିଏ? ଏମିତି କହିଲେ ଶାହ….

ନୂଆଦିଲ୍ଲୀ: ପୁଣି ରିପିଟ୍ ହେବେ କି ଯୋଗୀ ସରକାର ? ତୃତୀୟ ଥର ପାଇଁ ସରକାର ଗଢିବେ କି? ୨୦୨୭ରେ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଉତ୍ତର ପ୍ରଦେଶର ଦାୟିତ୍ବ ନେବେ କି ନାହିଁ, ସେନେଇ ଲୋକସଭାରେ କିଛି ଏମିତି ମନ୍ତବ୍ୟ ରଖିଛନ୍ତି…

‘କେଶରୀ ଚାପ୍ଟର ୨’; ଟ୍ରେଲରକୁ ପ୍ରଶଂସା କଲେ ଅଭିନେତା ଅଜୟ ଦେବଗନ

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'କେଶରୀ ଚାପ୍ଟର ୨'ର ଟ୍ରେଲର ରିଲିଜ ହୋଇଛି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଏହାକୁ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଫିଲ୍ମର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟଙ୍କ ସହିତ ଫିଲ୍ମର ମୁଖ୍ୟ ନାୟକ ଅକ୍ଷୟ କୁମାର ମଧ୍ୟ ଉପସ୍ଥିତ…

ପୌରାଣିକ ପୃଷ୍ଠାରେ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା, ଜାଣନ୍ତୁ କଣ କୁହେ କିମ୍ବଦନ୍ତୀ

ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀଙ୍କ ଘଟ ବିଳମ୍ବିତ ରାତିରେ ଆସିବ। ଶାଶୂଘରୁ ବାପଘରକୁ ଆସିବେ ମା’ । ପ୍ରାୟ ମାସେ ଧରି ବାପଘରେ ରହିବା ପରେ ବାପଘରୁ ବିଦାୟ ନେବେ ।…

ଏହି ସବୁ ଜିଲ୍ଲାରେ କିଛି ଘଣ୍ଟା ପାଇଁ ବର୍ଷିବ କାଳବୈଶାଖୀ…ଆଲର୍ଟ ଜାରି

ଭୁବନେଶ୍ବର: ରାଜ୍ୟରେ ଏବେ କାଳବୈଶାଖୀ ନେଇ ଆଲର୍ଟ ଜାରି ହୋଇଛି । ଆସନ୍ତା ୨ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏହାରି ଭିତରେ ଆଜି ପାଇଁ ୭ ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଛି । ଆଗାମୀ କେଇ ଘଣ୍ଟା ପାଇଁ ରାଜ୍ୟର ଏହି ଜିଲ୍ଲାମାନଙ୍କରେ…

କାହିଁକି ପରମାଣୁ ବଙ୍କର ପ୍ରସ୍ତୁତ କରୁଛି ଏ ଦେଶ?

ନୂଆଦିଲ୍ଲୀ: ୟୁରୋପରେ ବଢିଲା ଋଷ ଭୟ । ପ୍ରାୟ ସବୁ ନାଟୋ ଦେଶ ଏବେ ଯୁଦ୍ଧ ପାଇଁ ପୂର୍ବପ୍ରସ୍ତୁତି ଜୋରଦାର କରିଛନ୍ତି । ୟୁକ୍ରେନ ଜିତିବା ପରେ ନାଟୋ ଦେଶଗୁଡିକ ଉପରେ ଋଷ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ଆଉ ଯଦି ସତରେ ଋଷ ଆକ୍ରମଣ କରେ ତେବେ ସହଯୋଗ ପାଇଁ ଆମେରିକା ହାତ ବଢାଇବନି…

ମହଙ୍ଗା ପଡିଲା ଲାଞ୍ଚ ନେବା, ଗିରଫ ହେଲେ ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ

ଭୁବନେଶ୍ଵର: ଗିରଫ ହେଲେ ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ । ଲାଞ୍ଚ ନେବା ଅଭିଯୋଗରେ ନରେଶ କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରା ପଡିଥିଲେ…

ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ, ଆହ୍ବାନ ଦେଲେ ପିସିସି ସଭାପତି

ଭୁବନେଶ୍ବର: ପୁଣି ଥରେ ଆନ୍ଦୋଳନ ଡାକରା ଦେଲାଣି କଂଗ୍ରେସ । ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ଏନେଇ ରାଜ୍ୟରେ କୋଣଅନୁକୋଣରେ ରହିଥିବା ସମସ୍ତ କଂଗ୍ରେସ କର୍ମୀ ଏବଂ ନେତା, ଆସନ୍ତା ଏପ୍ରିଲ ୧୫ରେ ମଶାଲ ଶୋଭାଯାତ୍ରା କରିବେ । ସମସ୍ତ ବ୍ଲକ…

ଖୋର୍ଦ୍ଧାରେ ଶିଳ୍ପ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ୧୧ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ହଳଦୀପଦା ଅସ୍ଥାୟୀ ହେଲିପ୍ୟାଡ୍‌ ରେ ଆଜି ଦିନ ୧୨ଟାରେ ଅବତରଣ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ସେ କାଳିବେତୀ ଓ ହଳଦୀପଦା ଆଦି ଦୁଇଟି ସ୍ଥାନରେ ଶିଳ୍ପ…

ମୃତ୍ୟୁ ପରେ ବି ଜୀବନ୍ତ କରି ରଖିବାର ଇଚ୍ଛା, ସ୍ୱାମୀଙ୍କ ପ୍ରତିମୂର୍ତ୍ତି କରି ସେଥିରେ ପ୍ରାଣ ପ୍ରତିଷ୍ଠା କଲେ ସ୍ତ୍ରୀ

ରାୟଗଡ଼ା: ମୃତ୍ୟୁ ପରେ ବି ଅମର ସ୍ଵାମୀ । ନିର୍ମଳ ଚେହେରା, ସୁନ୍ଦର ଠାଣି ଏବଂ ସ୍ଵାମୀଙ୍କ ହସ ହସ ମୁହଁ ଦେଖି ସତେ ଯେମିତି ସବୁ ଦୁଃଖ ଭୁଲିଯାଉଛନ୍ତି ସ୍ତ୍ରୀ । ଏ ମୁର୍ତ୍ତି ହେଉଛି ରାୟଗଡା ଜିଲ୍ଲା ମୁନିଗୁଡ଼ାର ଜଣେ ଡାକ୍ତର ସମୀର ରାୟଙ୍କର । ସ୍ଵାମୀଙ୍କ ବିୟୋଗ ପରେ ଏତେ ବଡ ଦୁନିଆରେ…

ପଟୌଦି ଟ୍ରଫିକୁ ଅବସର; କ୍ଷୋଭ ପ୍ରକାଶ କଲେ ଶର୍ମିଲା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପରେ ଭାରତୀୟ କ୍ରିକେଟ୍ ଟିମ୍ ଜୁନ୍ ୨୦ରୁ ଆରମ୍ଭ ହେଉଥିବା ପାଞ୍ଚଟି ଟେଷ୍ଟ ମ୍ୟାଚ୍ ସିରିଜ୍ ଖେଳିବା ପାଇଁ ଇଂଲଣ୍ଡ ଯିବ। କିନ୍ତୁ ଏଥର ଏହି ଟୁର୍ଣ୍ଣାମେଣ୍ଟକୁ ପଟୌଦି ଟ୍ରଫି କୁହାଯାଇପାରିବ ନାହିଁ। କାରଣ ଏହି ଟ୍ରଫିକୁ ଅବସର ଦେବାକୁ…