Latest Odisha News

BREAKING NEWS

Yearly Archives

2025

ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା; ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି । ଆସୁଛି କାଳବୈଶାଖୀ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ୧୯ ତାରିଖରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଏବଂ ପବନ ପାଇଁ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୭୦…

କାଲି ଏହି ସମୟରେ ବନ୍ଦ ରହିବ ଜଗା ଦର୍ଶନ…

ଭୁବନେଶ୍ବର: ଆସନ୍ତାକାଲି ବନ୍ଦ ରହିବ ଜଗା ଦର୍ଶନ । ସନ୍ଧ୍ୟା ପରଠାରୁ ୫ ଘଣ୍ଟା ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତାକାଲି, ୧୯.୩.୨୦୨୫ ରିଖ,ବୁଧବାର ଚୈତ୍ର:କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ…

ଫେରୁଛନ୍ତି ସୁନୀତା…ବାଟରେ ବିପଦ ପରେ ବିପଦ

ନୂଆଦିଲ୍ଲୀ: ମହାକାଶକୁ ବାଏ ବାଏ କହିଲେ ସୁନୀତା । ଦୀର୍ଘ ୯ମାସର ରହଣି ପରେ ଶେଷରେ ପୃଥିବୀ ମୁହାଁ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ ଓ୍ବିଲମୋର । ଏଥିପାଇଁ ଆଜି ୧୦ଟା ୩୫ରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରୁ ସଫଳ ହୋଇଛି…

୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ! 

ନୂଆଦିଲ୍ଲୀ: ୨୦୨୫ ମସିହାରେ ୧୪,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ। ଯାହାଫଳରେ କର୍ମଚାରୀଙ୍କ ସଂଖ୍ୟାରେ ପ୍ରାୟ ୧୩% ହ୍ରାସ ହେବ। ରିପୋର୍ଟ ଅନୁସାରେ ଏହା କମ୍ପାନୀକୁ ବାର୍ଷିକ ପ୍ରାୟ ୨.୧ରୁ ୩.୬ ବିଲିୟନ ଆମେରିକୀୟ ଡଲାର ସଞ୍ଚୟ କରିବାରେ ସାହାଯ୍ୟ କରିବ। ଆମାଜନର ଆଗାମୀ ଛଟେଇ…

‘ଆମ ଓଡିଶା ନବୀନ ଓଡିଶା’ ଅଧିନରେ ହାତ ମରା ହୋଇନି ୨୫ ପ୍ରକଳ୍ପ

ଭୁବନେଶ୍ବର: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଅଧୀନରେ ପ୍ରାୟ ୨୫,୦୦୦ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଆଜି ଗୃହରେ ପୂର୍ବ ସରକାରଙ୍କ ବହୁ ପରିଚିତ ଯୋଜନା ନେଇ କିଛି ଏପରି ଖୁଲାସା କରିଛନ୍ତି, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ବିଧାୟକ…

‘ନରେନ୍ଦ୍ର ମୋଦି ପୂର୍ବଜନ୍ମରେ ମହାରାଜ ଛତ୍ରପତି ଶିବାଜୀ ଥିଲେ’

ଭୁବନେଶ୍ୱର: ପୂର୍ବଜନ୍ମରେ ଯିଏ ଛତ୍ରପତି ଶିବାଜୀ ମହାରାଜ ଥିଲେ ଏ ଜନ୍ମରେ ନରେନ୍ଦ୍ର ମୋଦି ହୋଇଛନ୍ତି ବୋଲି ଆଜି ସଂସଦରେ ଏଭଳି ଅଜବ ଯୁକ୍ତି ବାଢିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼ ସାଂସଦ ଆହୁରି କହିଛନ୍ତି ଯେ, ଗନ୍ଧମାର୍ଦ୍ଦନ ପାହାଡ଼ରେ ରହୁଥିବା ଗିରିଜା ବାବା ମୋତେ…

ସ୍ୱପ୍ନରେ ନୋଟର ବର୍ଷା ହେବା ଶୁଭ ନା ଅଶୁଭ, ଜାଣନ୍ତୁ ଏହାର ଅର୍ଥ…

ସ୍ୱପ୍ନ ଶାସ୍ତ୍ର ମାଧ୍ୟମରେ ଆପଣଙ୍କ ଜୀବନରେ ଏବଂ ଭବିଷ୍ୟତରେ ହେବାକୁ ଥିବା ଘଟଣାର ଶୁଭ ଏବଂ ଅଶୁଭ ଫଳାଫଳ ଜାଣି ହେବ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ମାନେ ଥାଏ। ସ୍ୱପ୍ନରେ ଟଙ୍କା ବା ନୋଟର ବର୍ଷା ଦେଖିବା କ'ଣ ସୂଚିତ କରେ? ଯଦି ଆପଣଙ୍କ ସ୍ୱପ୍ନରେ ଟଙ୍କାର…

କାହିଁକି ତୁଳସୀଙ୍କ ଉପରେ ବାଂଲାଦେଶର କ୍ଷୋଭ?

ନୂଆଦିଲ୍ଲୀ: ଏବେ ଭାରତ ଗସ୍ତରେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତଥା ଭାରତୀୟ ବଂଶୋଦ୍ଭବ ତୁଳସୀ ଗାବାର୍ଡ । ୩ ଦିନିଆ ଭାରତ ଗସ୍ତରେ ରହିଥିବା ତୁଳସୀଙ୍କୁ ଭାରତରେ ଭବ୍ୟ ସ୍ବାଗତ ମିଳିଥିଲା । ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିଥିଲେ ତୁଳସୀ । ହେଲେ ଏବେ ଭାରତରେ…

ହମାସର ହେବ ଦି ଏଣ୍ଡ !

ନୂଆଦିଲ୍ଲୀ: ଏୟାରଷ୍ଟ୍ରାଇକରେ ୩ଶହରୁ ଅଧିକ ମୃତ । ଗାଜା ଖାଲି କରିବାକୁ ଫରମାନ୍ । ହମାସକୁ ମୂଳରୁ ଉପାଡିବାକୁ ବଡ଼ ପ୍ଲାନ୍ । ପ୍ରାୟ ଦୁଇ ମାସର ନିରବତା ପରେ ପୁଣି ଗାଜାରେ ଗର୍ଜିଛି ଇସ୍ରାଏଲ ତୋପ । ୧୯ଜାନୁଆରୀରେ ଇସ୍ରାଏଲ୍-ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ପରେ ସବୁଠୁ ବଡ଼…

ପୁଣି ଏକ ବଡ଼ ଆକ୍ରମଣ, ଏୟାର ଷ୍ଟ୍ରାଇକରେ 326 ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୁଣି ଇସ୍ରାଏଲ କଲା ବଡ଼ ଆକ୍ରମଣ। ଗାଜା ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଥିବା କହିଛି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଯେଉଁଥିରେ 326 ଜଣଙ୍କ ମୃତ୍ୟୁ ହୋଇଥିବା କହିଛି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଅସ୍ତ୍ରବିରତି ଉଲ୍ଲଂଘନ ପରେ ଗାଜାରେ ଏହା ହେଉଛି ସବୁଠାରୁ ବଡ…