ଶୀତୁଆ ସନ୍ଧ୍ୟାରେ ଚୁଟ୍କିରେ ଘରେ ବନାନ୍ତୁ ଚିକେନ୍ ସୁପ୍
ଭୁବନେଶ୍ଵର: ଶୀତ ଦିନେ ସକାଳେ ସନ୍ଧ୍ୟାରେ ଗରମ ଗରମ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ଖାସ୍ କରି ସନ୍ଧ୍ୟାବେଳେ ସମସ୍ତେ କିଛି ହେଲ୍ଦି ଓ ଟେଷ୍ଟି ଖାଇବାକୁ ମନ ବଳାଇଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସୁଛୁ ଚିକେନ୍ ସୁପ୍ ରେସିପି । ଏହା ପାଟିକୁ ଯେମିତି ସୁଆଦିଆ…