Latest Odisha News

BREAKING NEWS

Yearly Archives

2025

ଉତ୍ତର କୋରିଆରେ ବ୍ୟାନ ହେଲା ହଟ୍ ଡଗ୍ସ

ପୋଙ୍ଗୟାଙ୍ଗ: ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍ ଦେଶରେ ଖାଦ୍ୟ ଏବଂ ପାନୀୟ ଉପରେ ମଧ୍ଯ ନିଷେଧାଦେଶ ଜାରି କରିଛନ୍ତି। ଦେଶରେ ହଟ୍ ଡଗ୍ ଖାଇବା ଏବଂ ବିକ୍ରୟ ଉପରେ ନିଷେଧାଦେଶ ଲଗାଇଛନ୍ତି। ତେବେ ଜନତାଙ୍କ ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବକୁ ଦୂର କରିବା ପାଇଁ ଏଭଳି ପଦକ୍ଷେପ…

ରାଜଧାନୀରେ ପୋଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା ଘଟଣା: ଗିରଫ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ବୁଧବାର ଘଟିଥିବା ରସୁଲଗଡ ଫ୍ଲାଏଓଭର ହତ୍ୟାକାଣ୍ଡରେ ଆଉ ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ସଦ୍ୟ ଗିରଫ ଦୁଇ ଜଣଙ୍କ ମଧ୍ୟରେ ମଧ୍ୟ ଜଣେ ମହିଳା ଅଭିଯୁକ୍ତ ରହିଛନ୍ତି । ଏଥିସହିତ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ପୋଲିସ ଦୁଇଟି ବାଇକ୍‌ ସହ…

ସେଖ ହସିନାଙ୍କୁ ନେଇ ଆସିଲା ବଡ଼ ଖବର, କେନ୍ଦ୍ର ସରକାର ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ : ଏବେ ଭାରତ ଛାଡ଼ିବେନି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ତାଙ୍କର ଭାରତରେ ରହିବା ଅବଧି ବଢ଼ାଯାଇଛି । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେଖ ହସିନାଙ୍କୁ ଭାରତର ଅତିଥି ଭାବେ ଅବିହିତ କରିଛନ୍ତି କେନ୍ଦ୍ର ସରକାର । ଯେଉଁଥି ପାଇଁ ଅତିଥି ଦେବୋ ଭବଃ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଏବେ ବି ପାକିସ୍ତାନରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇନି ଷ୍ଟାଡିୟମ

କରାଚୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ଫେବୃୟାରୀ ୧୯ରୁ ଏହା ଆରମ୍ଭ ହେବ । ଭାରତ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ ଦୁବାଇରେ ଖେଳାଯିବ । ପାକିସ୍ତାନରେ ଲାହୋର, କରାଚୀ ଓ ରାୱଲପିଣ୍ଡିରେ ମ୍ୟାଚଗୁଡିକ ଖେଳାଯିବ । ଆଇସିସି ଏବେ ପାକିସ୍ତାନ ବୋର୍ଡକୁ…

ବ୍ୟାଙ୍କ ସାମନାରୁ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କଠାରୁ ୫ ଲକ୍ଷ ଲୁଟ୍

ରାଉରକେଲା: ବ୍ୟାଙ୍କ ସାମନାରୁ ୫ ଲକ୍ଷ ଟଙ୍କା ଲୁଟ । ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଠାରୁ ହୋଇଛି ଲୁଟ। ସେ  ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଦୁଇ ଜଣ ଦୁର୍ବୃତ୍ତ ଲୁଟ କରିଛନ୍ତି। ରାଉରକେଲାର ସେକ୍ଟର ୧୯ ସ୍ଥିତ ଏସ୍‌ବିଆଇ…

ତିରୁପତିରେ ଦଳାଚକଟା; ଭାଇରାଲ ଭିଡିଓରୁ ଜାଣିଲି ପତ୍ନୀଙ୍କ ମୃତ୍ୟୁ ଖବର

ତିରୁପତି: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଦଳାଚକଟା ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି। ଏହି ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ବୈକୁଣ୍ଠ ଏକାଦଶୀ ପର୍ବ ଆରମ୍ଭ ହେବାକୁ ଯାଉଛି। ୧୦ ଦିନ ଧରି ଚାଲିବ ଏହି…

ଏଲନ ମକ୍ସଙ୍କ ବଡ ପ୍ରସ୍ତୁତି; ଏବେ ‘ଏକ୍ସ’ରେ ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଏଲୋନ ମସ୍କ ଏବଂ ତାଙ୍କ କମ୍ପାନୀ 'ଏକ୍ସ' ସବୁବେଳେ ଖବରରେ ରହିଥାଆନ୍ତି । ଏବେ ପୁଣି ଥରେ 'ଏକ୍ସ' ଆଲୋଚନାର ବିଷୟ ପାଲଟିଛି । ମସ୍କ ଏବଂ ତାଙ୍କ ଟିମ୍ 'ଏକ୍ସ' ପ୍ଲାଟଫର୍ମରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଖୁବ୍ ଶୀଘ୍ର 'ଏକ୍ସ' ରେ ''ଏକ୍ସ' ଟିଭି' ଏବଂ…

ଆମେରିକା ଜଙ୍ଗଲରେ ଭୟଙ୍କର ନିଆଁ, ୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକା ଜଙ୍ଗଲରେ ଲାଗିଲା ଭୟଙ୍କର ନିଆଁ । ଆମେରିକା କାଲିଫର୍ଣ୍ଣିଆ ଜଙ୍ଗଲରେ ବ୍ୟାପୁଛି ନିଆଁ । ତେବେ ଏହି ନିଆଁ ଏତେ ଭୟଙ୍କ ଭାବେ ଲାଗିଛି ଯେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି । ସେହିଭଳି ଅଗ୍ନିକାଣ୍ଡରେ…

ଦଶ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଘରକୁ ବିଦ୍ୟୁତ ଯୋଗାଇବ ଏହି ଅଣ୍ଡା!

ଆଜିକାଲି, ପ୍ରଯୁକ୍ତିବିଦ୍ୟା ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଛି। ଏବେ ଏପରି ଏକ ଇଲେକ୍ଟ୍ରିକ୍ ଅଣ୍ଡା ତିଆରି ହୋଇଛି ଯାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଏପରି ଏକ ଅଣ୍ଡା ଯାହା ଏକ ସୂକ୍ଷ୍ମ ପରମାଣୁ ରିଆକ୍ଟର। ଯାହା ମାଧ୍ୟମରେ ଆପଣଙ୍କ ଘରେ ଦଶ ବର୍ଷ ପର୍ଯ୍ୟନ୍ତ ନିରନ୍ତର…

ପ୍ରକୃତିପ୍ରେମୀଙ୍କ ମନ ମୋହୁଛି ‘ଅଟେଇ ଜଙ୍ଗଲ ସଫାରୀ’

କେନ୍ଦୁଝର: ପିକନିକ୍ ଋତୁରେ କେଉଁଠିକୁ ବୁଲିଯବେ ବୋଲି ଚିନ୍ତାରେ ଅଛନ୍ତି କି । ତେବେ ଅଟେଇ ଜଙ୍ଗଲ ସଫାରୀ ମଜା ନେବାକୁ ଆସିଯାଆନ୍ତୁ କେନ୍ଦୁଝର ଜିଲ୍ଲାକୁ । ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଏହା ଅବସ୍ଥିତ । ଅଟେଇ ଜଙ୍ଗଲର ସବୁଜିମା ପରିବେଶ, ଜୈବ…