Latest Odisha News

BREAKING NEWS

Yearly Archives

2025

ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ କରାଇଥିବା ଡ. ରାଜଗୋପାଳ ଚିଦାମ୍ବରମଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ କରିଥିବା ବୈଜ୍ଞାନିକ ଡ. ରାଜଗୋପାଳ ଚିଦାମ୍ବରମଙ୍କ ଡିସେମ୍ବର ୨ ତାରିଖରେ ପରଲୋକ ଘଟିଛି। ଦେହାନ୍ତ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ୧୯୭୫ ଏବଂ ୧୯୯୮ରେ ଆଣବିକ ପରୀକ୍ଷଣରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ପରମାଣୁ…

ମହାକୁମ୍ଭ ୨୦୨୫ : ଟେନସନ୍ ଫ୍ରି ଯାତ୍ରା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରୟାଗରାଜ: ୨୦୨୫ ମସିହାରେ ମହାକୁମ୍ଭ ମେଳା ପ୍ରୟାଗରାଜରେ ଆୟୋଜିତ ହେବ । ଯାହା ବହୁତ ଭବ୍ୟ ହେବାକୁ ଯାଉଛି । ଭାରତ ସମେତ ସମଗ୍ର ବିଶ୍ୱରୁ ପ୍ରାୟ ଚାଳିଶ କୋଟି ଲୋକ ଏଠାକୁ ଆସିବେ ବୋଲି ଅନୁମାନ କରାଯାଉଛି।  ଏହି ମେଳା  ୨୦୨୫ ଜାନୁଆରୀ ୧୩ ରୁ ପ୍ରୟାଗରାଜରେ ଆରମ୍ଭ ହେବ ଓ ଏହା ୨୬…

୯ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ଭାଇ ଗିରଫ

ଭଦ୍ରକ: ଭଦ୍ରକ ଟାଉନ ଥାନା ପୋଲିସକୁ ସଫଳତା । ଚରମ୍ପା ଗୁଣ୍ଠୁଣିଆ ବଜାରରେ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ବ୍ରାଉନ ସୁଗାର କାରବାର କରି ଆସୁଥିବା ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୯ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ଗିରଫ ଦୁଇ ଭାଇ…

ପାଣି ବିଲକୁ ନେଇ ବିଜେପି ଉପରେ କେଜ୍ରିୱାଲଙ୍କ ବଡ ଅଭିଯୋଗ, କହିଲେ….

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଆପ ଏବଂ ବିଜେପି ମଧ୍ୟରେ ଚାଲିଥିବା ରାଜନୈତିକ ଯୁଦ୍ଧ ମଧ୍ୟରେ ପୂର୍ବତନ ସିଏମ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ମୁଁ ଜେଲ ଯାଇଥିଲି, ସେତେବେଳେ ଏହି ଲୋକମାନେ (ବିଜେପି ଲୋକ) କିଛି ଏପରି କାମ…

ଆସିଲା ଦିଲ୍ଲୀ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା: କେଜ୍ରିଓ୍ବାଲଙ୍କ ବିପକ୍ଷରେ ପ୍ରବେଶ ବର୍ମା..

ନୂଆଦିଲ୍ଲୀ: ବହୁ ଚର୍ଚ୍ଚା, ଆଲୋଚନା, ସମାଲୋଚନା ପରେ ଆଜି ପରିଶେଷରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ପ୍ରଥମ ତାଲିକାରେ ୨୯ ପ୍ରାର୍ଥୀଙ୍କ ନାଁ ଦେଇଛି ବିଜେପି । ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ୨୯ ଜଣିଆ ପ୍ରଥମ ପ୍ରାର୍ଥୀ…

ଫେଲ୍ ମାରିଲା ଚୀନର ତଥ୍ୟ; ଗୋଆରେ ରେକର୍ଡ ଭାଙ୍ଗିଲା ପର୍ଯ୍ୟଟକଙ୍କ ଭିଡ

ପାନାଜୀ: ଗୋଆରେ ୨୦୨୪ରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ଯଦି ସରକାରୀ ତଥ୍ୟକୁ ଦେଖାଯାଏ ତେବେ ତେବେ ଗୋଆରେ ପର୍ଯ୍ୟଟକଙ୍କ ଭିଡ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଯାହା ପଡୋଶୀ ଦେଶ ଚାଇନା ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟ ଫେଲ୍ ମାରିଛି । ତେବେ ଚାଇନାର ଅର୍ଥନୈତିକ…

ଭାରତର ଅଂଶକୁ ପୁଣି ନିଜର କହିଲା ଚୀନ, ଆପତ୍ତି ଉଠାଇଲା ମନ୍ତ୍ରଣାଳୟ

ଲଦାଖ: ଚୀନ ହଟାନ ପ୍ରଦେଶରେ ଦୁଇଟି ନୂଆ କାଉଣ୍ଟି ଘୋଷଣାକୁ ନେଇ ଆପତ୍ତି ଉଠାଇଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। କାରଣ ଏହି କାଉଣ୍ଟିଗୁଡ଼ିକ ପ୍ରତିଷ୍ଠା ହେବାକୁ ଥିବା ସ୍ଥାନରେ ଭାରତର ଲଦାଖ ମଧ୍ୟ ରହିଛି। ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରନନ୍ଧୀର ଜୈସୱାଲ…

ପନ୍ତଙ୍କ ଅର୍ଦ୍ଧଶତକ: ଭାରତ ୧୪୫ ରନରେ ଅଗ୍ରଣୀ

ସିଡନୀ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ମ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୧୪୫ ରନର ଅଗ୍ରଣୀ ହାସଲ କରିନେଇଛି । ପ୍ରଥମ ଇନିଂସରେ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆର ସ୍ଥିତି ବୋଲରମାନେ ସୁଧାରିଥିଲେ । ତଥାପି ଭାରତୀୟ ବ୍ୟାଟ୍ସମ୍ୟାନମାନେ ଦ୍ୱିତୀୟ…

ବାଣ କାରଖାନରେ ଭୟଙ୍କର ବିସ୍ଫୋରଣ, ୬ ଶ୍ରମିକଙ୍କ ମୃତ୍ୟୁ

ଚେନ୍ନାଇ: ଚେନ୍ନାଇର ଏକ ବାଣ କାରଖାନରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୬ ଶ୍ରମିକଙ୍କ ମୃତ୍ୟୁ । ଚେନ୍ନାଇ ବୀରୁଧୁନଗର ଜିଲ୍ଲା ସତୁର ଅଞ୍ଚଳରେ ଥିବା କାରଖାନାରେ ଘଟିଛି ଏହି ବିସ୍ଫୋରଣ । ଉଦ୍ଧାର ଉଦ୍ୟମ ଜାରି ରହିଥିବା ବେଳେ ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି…

ଜାନୁଆରୀ ୧୪ରୁ ପର୍ଯ୍ୟଟକଙ୍କୁ ଭିତରକନିକା ମନା

କେନ୍ଦ୍ରାପଡା: ଜାନୁଆରୀ ୧୪ରୁ ପର୍ଯ୍ୟଟକଙ୍କୁ ମନା ଭିତରକନିକା । କୁମ୍ଭୀର ଗଣନା ପାଇଁ ଆସନ୍ତା ୧୪ରୁ ୨୧ ତାରିଖ ଯାଏଁ ଭିତରକନିକା ବନ୍ଦ ରହିବ ନେଇ ସୂଚନା ଦେିଛନ୍ତି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ । ତେବେ ବସନ୍ତା ୧୪ ତାରିଖରୁ ଭିତରକନିକାରେ ଚଳିତ ବର୍ଷର ପ୍ରଥମ କୁମ୍ଭୀର…