Latest Odisha News

BREAKING NEWS

Yearly Archives

2025

ପାକିସ୍ତାନରେ ବଡ଼ ବିସ୍ଫୋରଣ: ଉଡ଼ିଲା କାର, ୬ ଲୋକ….

ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦର ଜି-୧୧ ଅଞ୍ଚଳରେ ଥିବା ଜିଲ୍ଲା ନ୍ୟାୟିକ୍ ପରିସର (ଡିଷ୍ଟ୍ରିକ୍ଟ୍ ଜୁଡିସିଆଲ୍ କମ୍ପ୍ଲେକ୍ସ) ପାଖରେ ବଡ଼ ବିସ୍ଫୋରଣ ଘଟିଛି। ପୋଲିସ୍‌ର ପ୍ରାରମ୍ଭିକ୍ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣରେ ଅତି କମରେ ୬ ଜଣ ଆହତ ହୋଇଛନ୍ତି। ଧମାକାର ଶବ୍ଦ ଏତେ…

ଆଡବାଣୀଙ୍କ ପ୍ରଶଂସାଛ: ଥରୁରଙ୍କ ବକ୍ତବ୍ୟରୁ ନିଜକୁ ଦୂରେଇ ରଖିଲା କଂଗ୍ରେସ, ବିଜେପି କଲା ସମର୍ଥନ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡବାଣୀଙ୍କ ପ୍ରଶଂସା କରି ଚର୍ଚ୍ଚାରେ ଅଛନ୍ତି। ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ରାଜନୈତିକ ପରମ୍ପରା ଉପରେ ଶଶି ଥରୁରଙ୍କ ସାମ୍ପ୍ରତିକ ବୟାନ କଂଗ୍ରେସ ଭିତରେ ଏକ ନୂତନ ବିତର୍କ ସୃଷ୍ଟି କରିଛି। ଗୋଟେ ପଟେ…

ପାସୱାର୍ଡ ସେଟ୍‌ କରିବା ସମୟରେ କରନ୍ତୁନି ଏହି ଭୁଲ ? ଚୁଟ୍‌କୁରି ଉଡିଯିବ ସବୁ ଡାଟା..

ନୂଆଦିଲ୍ଲୀ: ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହୃତ ପାସୱାର୍ଡର ତାଲିକା ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ିଛି ଯେ ୧୨୩୪୫୬, ୧୨୩୪୫୬୭୮ ଏବଂ ୧୨୩୪୫୬୭୮୯ ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହୃତ ତିନିଟି ପାସୱାର୍ଡ। ଏହି ପାସୱାର୍ଡଗୁଡ଼ିକ ଦୁର୍ବଳ ଏବଂ ଏଗୁଡ଼ିକର ଅନୁମାନ କରିବା ଅତ୍ୟନ୍ତ ସହଜ।…

୮୦ ପ୍ରତିଶତ ଭାରତୀୟଙ୍କ ନିକଟରେ ପହଞ୍ଚିଲା 5G ନେଟୱାର୍କ , ଏବେ ଆଗକୁ କ’ଣ ହେବା? ଜାଣନ୍ତୁ ପ୍ଲାନ…

ନୂଆଦିଲ୍ଲୀ: ଭାରତର ଟେଲିକମ୍ ସେକ୍ଟର୍ ଏବେ ୫ଜି ନେଟୱର୍କର ପରବର୍ତ୍ତୀ ବଡ଼ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେଉଛି। ଗ୍ଲୋବାଲ୍ ନେଟୱର୍କ ବଡ଼ କମ୍ପାନୀ ନୋକିଆ ଓ ଏରିକ୍ସନ୍‌ର ମତରେ ୨୦୨୬ରେ ୫ଜି ବିସ୍ତାର ଓ ଆୟ ଉଭୟରେ ତୀବ୍ର ଉନ୍ନତି ଦେଖିବାକୁ ମିଳିବ। ଏହି ବୃଦ୍ଧି ଗ୍ରାମାଞ୍ଚଳରେ ୫ଜି…

କୌଣସି ବିସ୍ପୋରଣ ପରେ କେମିତି କାମ କରିଥାଏ ସୁରକ୍ଷା ଏଜେନ୍ସି, ଜାଣନ୍ତୁ କେମିତି ହୋଇଥାଏ ସୁରକ୍ଷା ପ୍ରୋଟୋକଲ୍…

ନୂଆଦିଲ୍ଲୀ: ଦିଲ୍ଲୀର ଲାଲ୍ କିଲ୍ଲା ମେଟ୍ରୋ ଷ୍ଟେସନ୍ ପାଖରେ କାର୍‌ରେ ବଡ଼ ଧମାକା ହୋଇଛି, ଯେଉଁଥିରେ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇସାରିଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ପ୍ରଶାସନ ଏହି ଆକ୍ରମଣ ପଛରେ ଥିବା ଷଡ଼ଯନ୍ତ୍ରର ତଦନ୍ତ କରୁଛି ଏବଂ ଏହାର ପଛରେ କ’ଣ ଉଦ୍ଦେଶ୍ୟ ଥିଲା ତାହା…

IED ଠାରୁ କେତେ ଖତରନାକ୍ ହୋଇଥାଏ RDX ? ଜାଣନ୍ତୁ କାହାର ବିସ୍ଫୋରଣରେ ହୋଇଥାଏ ଅଧିକ କ୍ଷତି…

ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଲାଲ୍ କିଲ୍ଲା ନିକଟରେ ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର-୧ ପାଖରେ ଭୟଙ୍କର ବିସ୍ଫୋରଣ ଘଟି ରାଜଧାନୀରେ ଆତଙ୍କ ଖେଳିଯାଇଛି। ଏହି ବ୍ଲାଷ୍ଟ୍ ରେଡ୍ ଲାଇଟ୍ ନିକଟରେ ଥିବା ହୁଣ୍ଡାଇ I20 କାର୍‌ରେ ହୋଇଥିଲା। ଏପି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସେଠାରେ ଥିବା ଅନେକ…

ଦିଲ୍ଲୀ ବିସ୍ଫୋରଣ; ୩ ଦିନ ପାଇଁ ଲାଲକିଲ୍ଲା ବନ୍ଦ, ମେଟ୍ରୋ ଓ ଚାନ୍ଦନୀ ଚୌକ ମଧ୍ୟ ବନ୍ଦ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୋମବାର ଏକ ଜୋରଦାର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦରେ ପୁରା ଦିଲ୍ଲୀରେ ଆତଙ୍କ ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଲାଲକିଲ୍ଲାକୁ ମଧ୍ୟ ତିନି ଦିନ ପାଇଁ ବନ୍ଦ ରଖାଯାଇଛି। ସୂଚନା ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ଭାରତୀୟ ପ୍ରତ୍ନତତ୍ତ୍ୱ…

ଜିତେନ୍ଦ୍ର ସୁସ୍ଥ ଅଛନ୍ତି କହିଲେ ତୁଷାର

ମୁମ୍ବାଇ: ଏବେ ବଲିଉଡରୁ ଅନେକ ଦୁଃଖଦ ଖବର ଶୁଣିବାକୁ ମିଳୁଛି । ଧର୍ମେନ୍ଦ୍ର ଓ ପ୍ରେମଚୋପ୍ରାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ବେଳେ ଜିତେନ୍ଦ୍ର ମଧ୍ୟ ହଠାତ କାଲି ତଳେ ପଡି ଯାଇଥିଲେ । ଯାହାକୁ ନେଇ ପ୍ରଶଂସକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ସଞ୍ଜୟ ଖାଁଙ୍କ ପତ୍ନୀ ଜରୀନଙ୍କ ପ୍ରେୟର…

ରାଜ୍ୟରେ ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ଶୀତ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିବା ନେଇ  ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି। ଏଥିସହିତ କନ୍ଧମାଳର ଜି. ଉଦୟଗିରି ଏବଂ ଫୁଲବାଣୀ…

Delhi Blast: ବିସ୍ଫୋରଣକାରୀଙ୍କୁ ଭୁଟାନ ମାଟିରୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କାଲି ସୁରକ୍ଷା ସମ୍ପର୍କିତ…

ନୂଆଦିଲ୍ଲୀ: ଭୁଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ପଛରେ ଷଡ଼ଯନ୍ତ୍ରରେ ସାମିଲ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ। ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ…