Latest Odisha News

BREAKING NEWS

Yearly Archives

2025

Landmine Explosion: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନ ଗୁରୁତର, ସନ୍ଧାନୀ କୁକୁର ସହିଦ

ସୁନ୍ଦରଗଡ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହ ଭୂମି ଛୋଟା ନାଗରା ଥାନା ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ । ମାଓବାଦୀଙ୍କ ଆଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ହୋଇଥିବାବେଳେ, ଏକ ସନ୍ଧାନୀ କୁକୁର ସହିଦ ହୋଇଛି । ଗୁରୁତର ଯବାନ ଜଣକ ହେଲେ ସୁମିତ ଏମ୍ । ତାଙ୍କର…

କମ୍ ବୟସରେ ଅଧିକ ଭାରତୀୟ ବୁଲୁଛନ୍ତି ବିଶ୍ୱ, ରିସର୍ଚ୍ଚରୁ ଜଣାପଡ଼ିଲା ଯୁବକଙ୍କ ଟ୍ରାଭେଲ କ୍ରେଜ୍

ନୂଆଦିଲ୍ଲୀ: କେହି କହିଛନ୍ତି ଯେ ଦୁନିଆ ବହୁତ ସୁନ୍ଦର, କେବଳ ଆପଣଙ୍କୁ ନିଜ ଘରୁ ବାହାରକୁ ବାହାରିବାର ଆବଶ୍ୟକତା ରହିଛି। ଆପଣଙ୍କୁ ଜଣାଇଦେଉଛୁ ଯେ ଏଥିରେ ୧୦୦ ପ୍ରତିଶତ ସତ୍ୟତା ରହିଛି ଯେ ବାସ୍ତବରେ ଦୁନିଆ ବହୁତ ସୁନ୍ଦର ଏବଂ ଆପଣ ମଧ୍ୟ ଏହାର ଅନୁଭବ କରିପାରିବେ, ଯେତେବେଳେ ଆପଣ ନିଜ…

ନେପାଳରେ କେତେ ଟଙ୍କାରେ ମିଳିଯାଏ ଗୋଟି ବିୟର୍ ? ଭାରତଠୁ କେତେ ଶସ୍ତା…

ନୂଆଦିଲ୍ଲୀ: ଭାରତ ଓ ନେପାଳ ଉଭୟ ପଡୋଶୀ ଦେଶ। ଏହି ଦୁଇ ଦେଶରେ ମଦ୍ୟପାନର ପ୍ରଚଳନ ସାଧାରଣ। ଯଦିଓ, ଏହି ଦୁଇ ଦେଶରେ ମଦର ମୂଲ୍ୟରେ ବଡ଼ ଅନ୍ତର ଦେଖାଯାଏ। ଏହାର ପ୍ରଧାନ କାରଣ ସରକାରଙ୍କ ଟ୍ୟାକ୍ସ୍ ନୀତି, ସ୍ଥାନୀୟ ଉତ୍ପାଦନ ଓ ପର୍ଯ୍ୟଟନ୍ ଉପରେ ନିର୍ଭରତା। ଏହି କାରଣରୁ ପ୍ରାୟସମୟରେ…

କଟକରେ କୋଠା ଭୁଶୁଡ଼ିବା ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ..

କଟକ: କଟକ ମଣିସାହୁ ଛକରେ ଶନିବାର ସନ୍ଧ୍ୟାରେ ଏକ କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟିଛି। ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ଏଭଳି ଅଘଟଣ ଘଟିଛି। ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି…

୭୭ ବର୍ଷର ସ୍ୱାଧୀନତା ପରେ ବି ଏହି ଗ୍ରାମରେ କେବେ ହୋଇନି ନିର୍ବାଚନ, କାରଣ ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୭ ବର୍ଷ ଅତିବାହିତ ହେଲା ଏବଂ ଏହି ୭୭ ବର୍ଷରେ ଅନେକ ନିର୍ବାଚନ ହୋଇଛି। କିନ୍ତୁ ଜମୁଈ ଜିଲ୍ଲାର ଅନେକ ଗ୍ରାମ ଏଭଳି ଅଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ନିର୍ବାଚନ ହୋଇନାହିଁ। ଏହି ଗ୍ରାମମାନଙ୍କରେ ରହୁଥିବା ଲୋକମାନଙ୍କୁ ମତ ଦାନ କରିବା ପାଇଁ ୨୦ କିଲୋମିଟର…

ନେପାଳ ପରେ ପାକିସ୍ତାନରେ ଜେନ୍-ଜି ଆନ୍ଦୋଳନ, ଭାଙ୍ଗିଯିବ ସରକାର ?

ନୂଆଦିଲ୍ଲୀ: ନେପାଳ ପରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଏକ ମାସ ଭିତରେ ପୁଣିଥରେ ବିରୋଧ ଆରମ୍ଭ ହୋଇଛି। ଗୁରୁବାର ଦିନ ବହୁ ସଂଖ୍ୟାରେ ଯୁବକ ରାସ୍ତାକୁ ଓହ୍ଲାଇ ସରକାର ବିରୋଧରେ ନାରାବାଜି କରିଛନ୍ତି। କୁହାଯାଉଛି ଯେ ଏଥର ଆନ୍ଦୋଳନର ବାଗଡୋର ନୂଆ ପିଢ଼ି ଅର୍ଥାତ୍ ଜେନ୍-ଜିର ହାତରେ…

ଏଆଇର ଦୁରୁପଯୋଗ ଅଭିଯୋଗ; ବିଜେଡି ବିରୋଧରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ଗତ ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ବିଜେପି ସୋସିଆଲ ମିଡିଆରେ ଅପପ୍ରଚାର କରିଥିବା ନେଇ ବିଜେଡି ଦଳର ନେତାମାନେ କହୁଥିଲେ। କିନ୍ତୁ ଆଜି ନିଜ ଅଭଯୋଗକୁ ଭୁଲ ବୋଲି ନିଜେ ବିଜେଡି ପ୍ରମାଣିତ କରିଛି । ବିଜେଡି ଦଳ ନିଜେ ସୋସିଆଲ ମିଡିଆରେ ଅପପ୍ରଚାର କରିବା ସହ କୃତ୍ରିମ…

ସୋସିଆଲ ମିଡିଆରେ ଭ୍ରାନ୍ତ ସୂଚନା କିମ୍ବା ଫଟୋର ପ୍ରଚାର କରନ୍ତୁ ନାହିଁ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଏକ ଜାତୀୟ ଦଳର ଜଣେ ବିଶିଷ୍ଟ ନେତା ଏବଂ ସେହି ଦଳର ଜଣେ ନିର୍ବାଚିତ ବିଧାୟକଙ୍କ ସମ୍ପର୍କରେ ଏକ ବିଭ୍ରାନ୍ତିକର ଫଟୋ ଏ.ଆଇ. ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିଗୋଚର ହୋଇଛି। ଏହି ପୋଷ୍ଟକୁ ଯାଞ୍ଚ ପରେ ଏହା ମିଥ୍ୟା ଏବଂ ଭ୍ରାନ୍ତିକର…

ଦୁଇ ଥର ଭୋଟ ଦେବା କେତେ ଅପରାଧ ? ଏପରି କଲେ କେତେ ବର୍ଷ ହୋଇଥାଏ ଜେଲ୍….

ନୂଆଦିଲ୍ଲୀ: ପଟନାର ବାଙ୍କୀପୁରରେ ମତଦାନ ସମୟରେ ସମସ୍ତୀପୁର ସାଂସଦ ଶାମ୍ଭବୀ ଚୌଧୁରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ନିର୍ବାଚନ ମହଲରେ ନୂଆ ଉତ୍ତେଜନା ସୃଷ୍ଟି କରିଛି। କଂଗ୍ରେସ କହୁଛି ଯେ ଭିଡିଓରେ ତାଙ୍କ ଉଭୟ ହାତର ଆଙ୍ଗୁଳିରେ କାଳି ଚିହ୍ନ ଦେଖାଯାଉଛି, ଯାହା ଦୁଇଥର ମତ…

ରଣଜୀ ଟ୍ରଫି: ଧ୍ରୁବଙ୍କ ଶତକ, ସୁଯୋଗ ହାତଛଡା କଲା ଓଡିଶା

ନାଗପୁର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଚାମ୍ପିୟନ ବିଦର୍ଭ ବିପକ୍ଷରେ ଆରମ୍ଭରୁ ଓଡିଶା ଭଲ ବୋଲିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷରେ ଏହାକୁ ହାତଛଡା କରିଛି । ପ୍ରଥମେ ବ୍ୟାଟିଂ କରି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ବିଦର୍ଭ ୫ ୱିକେଟ ବିନିମୟରେ ୨୩୪ ରନ ସଂଗ୍ରହ କରିିଛି । ଧ୍ରୁବ ସୋରେ ୧୨୮ ରନ…