Latest Odisha News

BREAKING NEWS

Yearly Archives

2025

ଘରୋଇ ହସ୍ପିଟାଲରେ ନର୍ସଙ୍କୁ ଅସଦାଚରଣ, ମେଡିକାଲ୍ ଆସିଷ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ…

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଗତ ୧୦ ମାସ ଧରି କାର୍ଯ୍ୟ କରି ଆସୁଥିବା ଜଣେ ଷ୍ଟାଫ୍ ନର୍ସ, ମେଡିକାଲ୍ ଆସିଷ୍ଟାଣ୍ଟ ଏବଂ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ଚନ୍ଦ୍ରଶେଖରପୁର୍ ଥାନାରେ ଏକ…

ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା, ସାତ ଜଣଙ୍କ ମୃତ୍ୟୁ, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କେନିଆରେ ହୋଇଥିବା ବିମାନ ଦୁର୍ଘଟଣାକୁ ସପ୍ତାହେ ନପୁରୁଣୁ ଆଉ ଏକ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଛି। ଖବର ମୁତାବକ, ଆମେରିକାର କଣ୍ଟୁକିରେ ଏକ କାର୍ଗୋ (ପଣ୍ୟବାହି) ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଆମେରିକାର ସଂଘିୟ ବିମାନ ପ୍ରଶାସନ (FAA)ର ସୂଚନା ମୁତାବକ, ଉକ୍ତ…

ବଡ଼ ନିର୍ବାଚନୀ ହିଂସା; ସେନାର କାର୍ଯ୍ୟାନୁଷ୍ଠାନରେ ଶତାଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନିର୍ବାଚନୀ ହିଂସାରେ ଜଳୁଛି ପୁରା ସହର। ଗାଁଠୁ ସହର ସବୁଠି ହାହାକାର। ଗତ ସପ୍ତାହରେ ହୋଇଥିବା ନିର୍ବାଚନ ପରେ ଆଫ୍ରୀକିୟ ଦେଶ ତାଞ୍ଜାନିଆରେ ବୁଧବାର ପରିସ୍ଥିତି ବିଗିଡିବାରେ ଲାଗିଛି। ସମ୍ପ୍ରତ୍ତି ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ଅଟକାଇବା ପାଇଁ ସ୍ଥାନୀୟ ସୁରକ୍ଷାବଳର…

ନିର୍ବାଚନରେ ସମାନ ଆସନ ମିଳିଲେ କେଉଁ ଦଳ ଗଢେ ସରକାର, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: ଅନେକ ଥର ନିର୍ବାଚନ ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଯାଏ ଯେତେବେଳେ ଦୁଇ ବଡ଼ ରାଜନୈତିକ ଦଳକୁ ସମାନ-ସମାନ ଆସନ ମିଳିଯାଏ। ଅର୍ଥାତ୍ କାହାକୁ ବହୁମତ ମିଳେନି, କେହି ସ୍ପଷ୍ଟ ଭାବେ ସରକାର ଗଠନର ସ୍ଥିତିରେ ନାଥାନ୍ତି। ଏପରି ପରିସ୍ଥିତିକୁ ହ୍ୟାଙ୍ଗ ଆସେମ୍ବଲି ବା ଝୁଲା ସରକରା…

ବିଶ୍ୱର ସବୁଠାରୁ ୫ ଧନୀ ମହିଳା କ୍ରିକେଟର କିଏ? ଭାରତର ତିନି ଜଣ….

ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ଏବେ କେବଳ ମୈଦାନରେ ରନ୍ ଓ ୱିକେଟ୍ ପର୍ଯ୍ୟନ୍ତ ସୀମିତ ରହିନାହିଁ। ଗ୍ଲାମର୍ ଓ ରୋଜଗାର କ୍ଷେତ୍ରରେ ମଧ୍ୟ ଏହି ଖେଳ ନୂଆ ଉଚ୍ଚତା ଛୁଇଁଛି। ଆଜି ମହିଳା କ୍ରିକେଟରମାନେ ମଧ୍ୟ କୋଟି କୋଟି ଟଙ୍କାରେ ଖେଳୁଛନ୍ତି, ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ଆରମ୍ଭ କରି ଲିଗ୍…

କାର-ଭ୍ୟାନ ଧକ୍କା; ଫରେଷ୍ଟର ମୃତ, ୨ ଅଧିକାରୀ ଆହତ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ ବୁଧବାର ଏକ ଦ୍ରୁତଗାମୀ ପିକ୍-ଅପ୍ ଭ୍ୟାନ ସହିତ ଏକ କାର ଧକ୍କା ହେବା ଫଳରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିବା ସହ ଦୁଇ ଜଣ ବନ ଅଧିକାରୀ ଆହତ ହୋଇଛନ୍ତି। ମୃତକଙ୍କ ନାମ ଗୁପ୍ତ ପ୍ରସାଦ ମହାନ୍ତି ବୋଲି ଜଣାପଡ଼ିଛି। ସେ ନବରଙ୍ଗପୁରର ଝରିଗାଁ ରେଞ୍ଜର…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଫେରିଲେ ପନ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ଟେଷ୍ଟ ସିରିଜ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଶୁଭମନ ଗିଲଙ୍କ ନେତୃତ୍ୱରେ ଘୋଷିତ ଦଳରେ ଷ୍ଟାର ୱିକେଟକିପର ରିଷଭ ପନ୍ତ ଫେରିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ଟିମଠାରୁ ଦୂରେଇ ରହିଥିଲେ । ତାଙ୍କୁ…

ଦେବୀ ରଥଙ୍କ ମୃତ୍ୟୁ ପାଇଁ ଡିଜେ ଦାୟୀ; କାହିଁକି ଏଭଳି କହିଲେ ପୁଅ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କର ବୁଧବାର ଦିନ ହୃଦଘାତରେ ଦେହାନ୍ତ ହୋଇଛି। ଆଉ ଏବେ ତାଙ୍କ ମୃତ୍ୟୁ ପାଇଁ ଡିଜେ ସଂଗୀତକୁ ଦାୟୀ କରିଛନ୍ତି ପରିବାର। ଏନେଇ ତାଙ୍କ ପୁଅ କହିଛନ୍ତି ଯେ, ଗତକାଲି ପାରାଦ୍ୱୀପ ଗଡରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା…

ପୂଜା କରିବାକୁ ଯାଇ ଗୁମ୍ଫାରେ ଫସିଲେ ମହିଳା, ୬ ଘଣ୍ଟା ପରେ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ଅଧୀନସ୍ଥ ମାରାଙ୍ଗାବାହାଲ ଗ୍ରାମର ସୁଜାତା ମେହେର ନାମକ ଜଣେ ମହିଳା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂଜା ପାଇଁ ଡୁମୁରି ପାହାଡ଼କୁ ଯାଇଥିଲେ। ତେବେ ପାହାଡ଼ ଉପରେ ଥିବା ଏକ ପ୍ରାଚୀନ ସୁଡ଼ଙ୍ଗ ଦେଇ ଯାଉଥିବା ସମୟରେ ଏକ ବଡ଼ ପଥର ଏବଂ ଗଛର…

Operation Chhatru: ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ପ୍ରବଳ ଗୁଳିବିନିମୟ ; ୨-୩ ଆତଙ୍କୀ ଲୁଚି…

ଶ୍ରୀନଗର: ଆଜି ସକାଳେ କିସ୍ତୱାର ଜିଲ୍ଲାର ଚଟରୁ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ଏବଂ ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଜାରି ରହିଛି। ଅଧିକାରୀମାନେ କହିଛନ୍ତି ଯେ, ପ୍ରାପ୍ତ ସୂଚନା ଅନୁଯାୟୀ, ଜଙ୍ଗଲରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି…