ଶ୍ରୀ ଭାଗବତ ସାର ୧୪୨: ନିଜ ମନକୁ ଚିନ୍ତା ମୁକ୍ତ କରି ଶିଶୁ ଭଳି ସରଳ ମନର ଅଧିକାରୀ ହେବା ଏତେ ସହଜ ନୁହେଁ, ଏଥିପାଇଁ…
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅବଧୂତଙ୍କ ଚବିଶି ଗୁରୁ ଚୟନ ବିଷୟ ଆମେ ଆଲୋଚନା କରୁଛେ। ଏହି ଅବସରରେ ଗୋଟିଏ ବିଷୟ ନିତ୍ୟାନ୍ତ ଭାବେ ଆମର ଦୃଷ୍ଟି ଗୋଚର ହେଉଛି ଯେ ଅବଧୂତ ମହାରାଜ ଗୁଣ ଗୁଡିକ ଗ୍ରହଣ କରିବା ଠାରୁ ଅବଗୁଣକୁ ତ୍ୟାଗ କରିବା ଉପରେ…