Latest Odisha News

BREAKING NEWS

Yearly Archives

2025

ରାଜ୍ୟରେ ଆହୁରି ୨୪ ଘଣ୍ଟା ବର୍ଷିବ! ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି…

ଭୁବନେଶ୍ୱର: ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳର ବାୟୁ ମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଯାହାର ଉତ୍ତର ଆଭ୍ୟନ୍ତରଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଗୋଟେ…

ସ୍କାଇ ଲାଇଟ ଭାଙ୍ଗି ଥାନାରୁ ୨ ଅଭିଯୁକ୍ତ ଫେରାର୍

ଗୋପ: ଥାନାରୁ ଚମ୍ପଟ ମାରିଲେ ଦୁଇ ଅଭିଯୁକ୍ତ । ଶୌଚ ହେବା ବାହାନାରେ ପାଇଖାନା ସ୍କାଇ ଲାଇଟ ଭାଙ୍ଗି ଖସି ଯାଇଛନ୍ତି ଏହି ଦୁଇ ଜଣ । ଏଭଳି ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ଗୋପ ଥାନାରୁ । ଦୁଇ ଜଣଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ଗୋପ ଥାନା ପୋଲିସ । ବର୍ତ୍ତମାନ ସୁଦ୍ଧା…

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି; ସଂଧ୍ୟା ୬ରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ…

ରୁଷର କାମଚାଟକାରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ; ୮.୭ ତୀବ୍ରତା ରେକର୍ଡ, ସୁନାମି ଆଶଙ୍କା

ମସ୍କୋ: ରୁଷର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୮.୭ ରେକର୍ଡ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ କାମ୍‌ଚାଟକା ଉପକୂଳ ନିକଟରେ ଥିବା ସୂଚନା ରହିଛି । ତୀବ୍ର ଭୂମିକମ୍ପ ଝଟ୍‌କା ପରେ ସୁନାମୀ ଆଲର୍ଟ ଜାରି ।…

ଶ୍ରୀ ଭାଗବତ ସାର ୧୧୩: ଲୁପ୍ତ ପ୍ରାୟ ସାଂଖ୍ୟଶସ୍ତ୍ରର ଉଦ୍ଧାର ପାଇଁ ଭଗବାନ କପିଳ ରୂପ ଧାରଣ କରିଥିଲେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଅବତାରଙ୍କ ବିଷୟରେ ସୁନ୍ଦର ସୁନ୍ଦର ଉପସ୍ଥାପନା ରହିଛି। ପ୍ରସଙ୍ଗ କ୍ରମରେ ଏହାର ଆଲୋଚନା ହୋଇ ପାରିଥାନ୍ତା କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗ ଗୁଡିକୁ କ୍ରମାନ୍ୱୟରେ ଉପସ୍ଥାପନା କରିବାର ପ୍ରୟାସ କରାଯାଇଛି।…

‘ଆକାଂକ୍ଷା ହାଟ ଅଭିଯାନ’ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବିକଶିତ ହୋଇନଥିବା ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ପାରମ୍ପରିକ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ମଙ୍ଗଳବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପ୍ତାହବ୍ୟାପୀ 'ଆକାଂକ୍ଷା ହାଟ ଅଭିଯାନ' ଆରମ୍ଭ କରିଛନ୍ତି। ଏହି ଅଭିଯାନ ଭୁବନେଶ୍ୱରର ରାଜ୍ୟ…

ଆମିର ଖାନଙ୍କ ଘରକୁ କାହିଁକି ଯାଇଥିଲେ ଆଇପିଏସ୍ ଅଧିକାରୀ…

ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାନଙ୍କୁ ନେଇ ବର୍ତ୍ତମାନ୍ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ୨୭ ଜୁଲାଇ ଦିନ ତିନୋଟି ପୋଲିସ ଗାଡ଼ି ସମେତ ଆଇପିଏସ୍ ଅଧିକାରୀ ମାନଙ୍କର ଏକ ବସ୍ ଆମିରଙ୍କ ଘରୁ ବାହାରକୁ ଯାଉଥିବାର ଦେଖାଯାଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ…

ଅଗଷ୍ଟ ୧ରୁ ୧୪ ପର୍ୟ୍ୟନ୍ତ ଆନ୍ଦୋଳନ କରିବ ଛାତ୍ର ଓ ଯୁବ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା, ଛାତ୍ରୀ ଓ ମହିଳା ମାନେ ଅସୁରକ୍ଷିତ ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇବ ଛାତ୍ର ଓ ଯୁବ ବିଜେଡି। ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଅଗଷ୍ଟ ୧ତାରିଖରୁ ଦ୍ଵିତୀୟ ପର୍ୟ୍ୟାୟ ଆନ୍ଦୋଳନ ଆରମ୍ଭ ହେବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି। ଶଙ୍ଖ…

୧୨ ଦିନରେ ୪୦୦ କୋଟି ଛୁଇଁଲା ‘ସୟାରା’ 

ମୁମ୍ବାଇ: ୧୮ ଜୁଲାଇରେ ମୁକ୍ତିଲାଭ କରିଥିବା ଫିଲ୍ମ 'ସୟାରା' ପ୍ରଥମ ଦିନରୁ ହିଁ ରେକର୍ଡ କରିଆସୁଛି। ଦମଦାର ଓପନିଂ ପରେ 'ସୟାରା' ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟିରୁ ଅଧିକ ବ୍ୟବସାୟ କରିସାରିଥିବା ବେଳେ ବିଶ୍ବବ୍ୟାପୀ ୪୦୦କୋଟି ଟଙ୍କାର ଇନକମ କରିଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ…

ଦିଗପହଣ୍ଡିର ବିଦ୍ୟୁତ ଭିତ୍ତିଭୂମିକୁ ଉନ୍ନତ କରିଛି ଟିପିଏସଓଡିଏଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ ଉଦ୍ଦେଶ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ଚିକିଟି ୩୩ କେଭି ଫିଡର ସହ ଦିଗପହଣ୍ଡି ପ୍ରାଇମେରୀ ସବଷ୍ଟେସନ (ପିଏସଏସ୍)କୁ ସଂଯୋଗ କରାଯାଇଛି। ଆର୍ଥିକ ବର୍ଷ…