Latest Odisha News

BREAKING NEWS

Yearly Archives

2025

ଭୂମିକମ୍ପ ଥରିଲା ଦୁଇଟି ଦେଶ; ରିକ୍ଟର ସ୍କେଲରେ ତୀବ୍ରତା ୬ରୁ ଅଧିକ

ନୂଆଦିଲ୍ଲୀ: ଭୂମିକମ୍ପ ଥରିଲା ଦୁଇଟି ଦେଶ । ଗତକାଲି ରାତିରେ ଭାରତ ଏବଂ ଅଷ୍ଟ୍ରେଲିଆରେ ଭୂମିକମ୍ପ ହୋଇଥିଲା । ବଙ୍ଗୋପସାଗରରେ ମଧ୍ୟ ଏକ ବଡ଼ ଭୂମିକମ୍ପ ହୋଇଥିଲା । ଭାରତରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ହୋଇଥିଲା । ଅଷ୍ଟ୍ରେଲିଆରେ, ତାସମାନିଆରେ ଭୂମିକମ୍ପ ଯୋଗୁଁ…

ବଡ ନିଷ୍ପତ୍ତି ନେଲେ ରାହୁଲ: ଅପରେସନ ସିନ୍ଦୂରରେ ବାପାମା ହରାଇଥିବା ୨୨ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ….

ନୂଆଦିଲ୍ଲୀ: ବଡ ନିଷ୍ପତ୍ତି ନେଇଛନ୍ତି ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଗୁଳିବର୍ଷା ବେଳେ ବାପାମା’ ଛେଉଣ୍ଡ ହୋଇଥିବା ୨୨ ପିଲାଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବେ । ରାହୁଲ ଗାନ୍ଧୀ ଜମ୍ମୁ ଏବଂ କାଶ୍ମୀରର ପୁଞ୍ଚ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଅଗଷ୍ଟ ୧ରୁ ଖୋଲିବ ଭିତରକନିକା, ମ୍ୟାନ୍‌ଗ୍ରୁଭ୍‌ ନର୍ସରୀ ସାଙ୍ଗକୁ ମ୍ୟୁଜିୟମ୍‌ର ନେବେ…

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ ଅଛନ୍ତି। ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ପର୍ଯ୍ୟଟକମାନେ…

ବନକଲାଗି ନୀତି: ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆସନ୍ତାକଲି ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥି। ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ୪ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ। ଆସନ୍ତାକାଲି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ…

ପହଲଗାମ ଆକ୍ରମଣରେ ଜଡିତ ୩ ଆତଙ୍କବାଦୀ ନିହତକୁ ସ୍ପଷ୍ଟ କଲେ ଶାହ, ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଲେ….

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମୌସୁମୀ ଅଧିବେଶନ ସମୟରେ ଲୋକସଭାକୁ ସମ୍ବୋଧିତ କରି ସରକାରଙ୍କ ଆତଙ୍କବାଦ ବିରୋଧୀ ଅଭିଯାନ, 'ଅପରେସନ୍ ସିନ୍ଦୂର' ଉପରେ ବକ୍ତବ୍ୟ ରଖୁଛନ୍ତି । ଏହି ସମୟରେ ଅପରେସନ ସନ୍ଦୂର ନେଇ ବଡ ଖୁସି ଖବର ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ ସଂସଦରେ ସୂଚନା…

ଅପରେସନ ସିନ୍ଦୁର ନେଇ ସରଗରମ ସଂସଦ: ଆଜି ଉଭୟ ଗୃହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି….

ନୂଆଦିଲ୍ଲୀ: ସଂସଦରେ ଅପରେସନ୍ ସିନ୍ଦୂର ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ନେଇ କେନ୍ଦ୍ର ଏବଂ ବିରୋଧୀ ଦଳ ମଧ୍ୟରେ ଆକ୍ଷେପ-ପ୍ରଚାର ସହିତ ଆଜି ମଧ୍ୟ ସଂସଦ ଆଉ ଏକ ଉଷ୍ମ ମୁହାଁମୁହିଁ ପରିସ୍ଥିତି ପାଇଁ ପ୍ରସ୍ତୁତ ହେଉଛି…

‘ଆଗାମୀ ୨୦ ବର୍ଷ ସେଠି ହିଁ ବସିଥିବ…’, ସଂସଦରେ ରାଗିଗଲେ ଗୃହମନ୍ତ୍ରୀ ଅମିତ୍ ଶାହା…..

ନୂଆଦିଲ୍ଲୀ: ସଂସଦରେ ଏବେ ଅପରେସନ ସିନ୍ଦୂର ନେଇ ଆଲୋଚନା ଜୋରଦାର ଚାଲିଛି । ଗତକାଲି ଲୋକସଭାରେ 'ଅପରେସନ୍ ସିନ୍ଦୂର' ଉପରେ ଆଲୋଚନା ସମୟରେ ବହୁତ ହଙ୍ଗାମା ହୋଇଥିଲା । ଆଜି ବି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏହାର ତାତି ଦେଖିବାକୁ ମିଳିଛି । ଗୃହ ଆରମ୍ଭ ହେଉ ହେଉ ମୁଲତବି ରଖାଯାଇଛି ।…

ଭିଜିଲାନ୍ସ ସ୍କାନରରେ ଆଉ ଜଣେ ସହକାରୀ ଯନ୍ତ୍ରୀ, ଭୁବନେଶ୍ବର ସମେତ ୧୦ଟି ସ୍ଥାନରେ ଚାଲିଛି ରେଡ୍….

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆର୍ ଆଣ୍ଡ ବି ଡିଭିଜନ୍‌ର ସହକାରୀ ଯନ୍ତ୍ରୀ । ଭୁବନେଶ୍ବର ଆର୍ ଆଣ୍ଡ ବି ଡିଭିଜନ-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ, ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ ଆରମ୍ଭ ହୋଇଛି । ଆୟବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଆଜି ଭିଜିଲାନ୍ସର ଏକ…

କ’ଣ ସତରେ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ଟଳିଛି?, ସ୍ପଷ୍ଟିକରଣ ରଖିଲା ବିଦେଶ ମନ୍ତ୍ରଣାଳୟ……

ନୂଆଦିଲ୍ଲୀ: କେରଳର ଜଣେ ନର୍ସ ନିମିଷା ପ୍ରିୟାଙ୍କୁ ୟେମେନରେ ମୃତ୍ୟୁଦଣ୍ଡ ଦିଆଯିବାର ଥିଲା, ହେଲେ ଗତ ୧୬ ତାରିଖରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହାରି ଭିତରେ ଖବର ସାମ୍ନାକୁ ଆସିଥିଲା ଯେ ନିମିଷାଙ୍କ ମୃତ୍ୟୁଦଣ୍ଡ ବାତିଲ କରାଯାଇଛି । ଏନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ବେଳେ ଏହାକୁ…

ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଯୁବକ ଅଟକ; ସେପଟେ, ରତ୍ନଭଣ୍ଡାର ଫଟୋ ପୋଷ୍ଟ କରି ଅଡୁଆରେ ଏଏସଆଇ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡିଛନ୍ତି ଯୁବକ । ଚଷମାରେ ହିଡେନ୍‌ କ୍ୟାମେରା ଲେନ୍ସ ଲଗାଇ ଯାଇଥିଲେ ଯୁବକ । ବେହରଣ ଦ୍ବାର ନିକଟରେ ସନ୍ଦେହ ହେବାରୁ ଯୁବକଙ୍କୁ ଧରିଛି ପୋଲିସ । ଯୁବକ ଜଣକ ପୁରୀ ଗଜପତି…