କୁତ୍ତା ବାବୁର ପୁଅ ଡଗ ବାବୁ; କୁକୁରକୁ ମିଳିଲା ରେଶିଡେନ୍ସ ସାର୍ଟିଫିକେଟ…
ପାଟଣା: ଆଗକୁ ଆସୁଥିବା ବିହାର ନିର୍ବାଚନ ପାଇଁ ବର୍ତ୍ତମାନ୍ ନିର୍ବାଚନ କମିଶନରଙ୍କ ତରଫରୁ ଭୋଟର ପ୍ରମାଣପତ୍ର ସଂଶୋଧନ କାର୍ଯ୍ୟ ଚାଲିଛି। ତେବେ ଏହା ମଧ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ପାଟନା ଜିଲ୍ଲାର ମସୌର୍ହି ବ୍ଲକରେ ଏକ…