Latest Odisha News

BREAKING NEWS

Yearly Archives

2025

ଟି୨୦ରେ ମ୍ୟାକ୍ସୱେଲଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଆନ୍ତର୍ଜାତୀୟ ଟି୨୦ରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଟି୨୦ରେ ସେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ । ସେ ୧୮ ବଲରେ ୪୭ ରନ କରିଥିଲେ । ଏଥିରେ ୬ଟି ଛକା…

ଚର୍ଚ୍ଚ ଉପରେ ଇସଲାମିକ୍ ଷ୍ଟେଟ୍ ସମର୍ଥିତ ବିଦ୍ରୋହୀଙ୍କ ଆକ୍ରମଣ; ୨୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୂର୍ବ କଙ୍ଗୋରେ ଇସଲାମିକ୍ ଷ୍ଟେଟ୍ ସମର୍ଥିତ ବିଦ୍ରୋହୀମାନେ ଏକ ଚର୍ଚ୍ଚ ଉପରେ ଆକ୍ରମଣ କରିଛନ୍ତି। ରବିବାର ଏହି ଆକ୍ରମଣରେ ଅତିକମରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ସିଭିଲ ଲିଡର୍‌ ଏ ବିଷୟରେ ସୂଚନା ଦେଇଛନ୍ତି। ପୂର୍ବ କଙ୍ଗୋର କୋମାଣ୍ଡାରେ ଥିବା ଏକ କ୍ୟାଥୋଲିକ ଚର୍ଚ୍ଚ…

୯୩ ବର୍ଷ ପରେ ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ ଏସୀୟ ଖେଳାଳି ହେଲେ ଗିଲ

ମାଂଚେଷ୍ଟର: ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଇଂଲଣ୍ଡ ଗସ୍ତରେ ସେ ଅନେକଗୁଡିଏ ରେକର୍ଡ ସ୍ଥାପନ କରିଛନ୍ତି । ବିଦେଶ ମାଟିରେ ଗୋଟିଏ ସିରିଜରେ ସେ ୭୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ସୁନୀଲ ଗାଭାସ୍କରଙ୍କ ପରେ ସେ ଦ୍ୱିତୀୟ…

୧୭ ଲକ୍ଷ ଟଙ୍କା ପୁରସ୍କାର ରାଶିଥିବା ୪ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି । ପୁଣି ବାସାଗୁଡା ଜଙ୍ଗଲ ରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯେଉଁଥିରେ ପୋଲିସର ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ସମେତ ୪ ଜଣ…

ପାରମ୍ପରିକ ବସ୍ତ୍ର ପରିଧାନ କରି ଚୋଳପୁରମ ମନ୍ଦିର ବୁଲିଲେ ମୋଦି

ଚେନ୍ନାଇ: ତାମିଲନାଡୁର ଗଙ୍ଗେଇକୋଣ୍ଡା ଚୋଳପୁରମ ମନ୍ଦିରରେ ରବିବାର ଦିନ ଏକ ଐତିହାସିକ ଘଟଣା ଦେଖିବାକୁ ମିଳିଛି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତୀକାତ୍ମକ ଚୋଳ ସମ୍ରାଟ ରାଜେନ୍ଦ୍ର ଚୋଳ-ପ୍ରଥମଙ୍କ ଜନ୍ମବାର୍ଷିକୀରେ ଆୟୋଜିତ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ସେ ମନ୍ଦିରରେ…

ନକ୍ସଲମାନେ ମାଟି ତଳେ ପୋତିଥିଲେ ଲକ୍ଷ ଲକ୍ଷ ଟଙ୍କା; ସୁରକ୍ଷାବାହିନୀ ବିରୁଦ୍ଧରେ…

ରାଉରକେଲା:ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଚାଇବାସା ଜିଲ୍ଲାରେ ନକ୍ସଲମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ନକ୍ସଲମାନେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ କିଣିବା ପାଇଁ ସରଣ୍ଡା ଜଙ୍ଗଲରେ ମାଟି ତଳେ ଲୁଚାଇ ରଖିଥିବା ପ୍ରାୟ ୩୫ ଲକ୍ଷ ଟଙ୍କା ଉଦ୍ଧାର କରିଛନ୍ତି ସୁରକ୍ଷା ବାହିନୀ। ସମସ୍ତ ଟଙ୍କା ଏକ…

କଟକ, ଖୋର୍ଦ୍ଧା ସମେତ ଏସବୁ ଜିଲ୍ଳାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଓଡ଼ିଶାର ୩ ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ କଟକ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧାର କିଛି ସ୍ଥାନରେ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର…

ଏମ୍ସରୁ ପୁଣି ଟିକେଟ୍ ଦଲାଲ୍ ଗିରଫ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ବରରୁ ଓପିଡି ଟିକେଟ୍ ଦଲାଲି କରୁଥିବାବେଳେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲୋ ଖୋର୍ଦ୍ଧା ବାଣପୁର ଅଞ୍ଚଳର ସୁରେଶ ପ୍ରଧାନ । ସେ ପାତ୍ରପଡ଼ା ଏମ୍ସ ନଗରରେ ରହିବା ସହ ଏମ୍ସରେ ଓପିଡି ଟିକେଟ୍ ଦଲାଲି କରୁଥିଲା । ବିଶେଷ କରି ଅଣଓଡ଼ିଆ ଓ…

ମହିଳା ଦୁଷ୍କର୍ମରେ ପ୍ରତିଯୋଗିତା କରୁଛନ୍ତି ବିଜେଡି-କଂଗ୍ରେସ: ବର୍ଷିଲା ଶାସକ ଦଳ…..

ଭୁବନେଶ୍ବର: ରାଜ୍ୟରେ ଏବେ ନାରୀ ନିର୍ଯାତନା, ଦୁଷ୍କର୍ମ ଭଳି ଖବର ଶୀର୍ଷରେ ରହିଥିବା ବେଳେ, ଦୁଇ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ସରକାରଙ୍କୁ ଲଗାତାର ଏନେଇ ଏବେ ଘେରି ଆସୁଥିଲେ । କିନ୍ତୁ ବିଡମ୍ବନାର ବିଷୟ, ଗତ କିଛି ଦିନ ହେବ, ଏଥିପାଇଁ ଦୁଇ ଦଳ ଖବରର ଶିରୋନାମାରେ ଅଛନ୍ତି ।…

କୂଲଦୀପଙ୍କୁ ଖେଳାଇବାକୁ ଚାହୁଁଥିଲେ ଗିଲ

ମାଂଚେଷ୍ଟର: ଭାରତ-ଇଂଲଣ୍ଡ ଚତୁର୍ଥ କ୍ରିକେଟ ଟେଷ୍ଟ ଏବେ ରୋମାଂଚକ ମୋଡରେ ପଂହଚିଛି । ଭାରତ ମ୍ୟାଚ ଡ୍ର ରଖିବା ପାଇଁ ଉଦ୍ୟମ କରୁଥିବା ବେଳେ ଇଂଲଣ୍ଡ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ଏହି ଅବସରରେ ପୂର୍ବତନ ମହାନ ଖେଳାଳି ସୁନୀଲ ଗାଭାସ୍କରଙ୍କ ଏକ ବୟାନ ଚର୍ଚ୍ଚାରେ ବିଷୟ ସାଜିଛି । ସେ…