Latest Odisha News

BREAKING NEWS

Yearly Archives

2025

ମର୍ମନ୍ତୁଦ ସଡକ ଦୁର୍ଘଟଣା;ବାଇକ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ଟ୍ରକ୍ ମଧ୍ୟରେ ଧକ୍କା,୩ ମୃତ

ୟାଗଡ଼: ଏକ ବାଇକ୍‌କୁ ରକ୍ଷା କରିବା ପାଇଁ ଦୁଇ ଜଣ ଟ୍ରକ୍‌ ଚାଳକ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟାକେରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ଏକ ବାଇକ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ ବୋଝେଇ ଟ୍ରକ୍‌ ମଧ୍ୟରେ…

ସୋବର୍ସ, କାଲିସଙ୍କ ପରେ ତୃତୀୟ ଅଲରାଉଣ୍ଡର ଭାବେ ଏହି କ୍ଲବରେ ସାମିଲ ହେଲେ ଷ୍ଟୋକ୍ସ

ମାଂଚେଷ୍ଟର: ଭାରତ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟରେ ବେନ ଷ୍ଟୋକ୍ସଙ୍କ ଆକର୍ଷଣୀୟ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ରହିଛି । ଷ୍ଟୋକ୍ସ ଏହି ମ୍ୟାଚ ଅବସରରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଟେଷ୍ଟ କ୍ରିକେଟର ତୃତୀୟ ଅଲରାଉଣ୍ଡର ଭାବେ ୭୦୦୦ ଓ ୨୦୦ ୱିକେଟ ହାସଲ…

ନାରୀ ନିର୍ଯାତନାର ବୃଦ୍ଧି ପ୍ରସଙ୍ଗକୁ ନେଇ ଡିଆଇଜିଙ୍କ ଅଫିସ ସମ୍ମୁଖରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟରେ ନାରୀ ନିର୍ଯାତନାର ଅହେତୁକ ବୃଦ୍ଧି ପ୍ରସଙ୍ଗକୁ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଅଫିସ ଆଗରେ ବିଜେଡିର ବିକ୍ଷୋଭ । କୋରାପୁଟ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଅହେତୁକ ଭାବେ ନାରୀ ନିର୍ଯାତନା ବୃଦ୍ଧି ପାଇଥିବା ଯୋଗୁଁ ବିଜୁ ଜନତା ଦଳ ତରଫରୁ ଶନିବାର ଦକ୍ଷିଣ…

ଏଣିକି ସ୍କୁଲରେ ପିଲା ପଢିବେ ‘ଅପରେସନ ସିନ୍ଦୂର’ର ବୀରତ୍ଵ ଗାଥା…

ନୂଆଦିଲ୍ଲୀ: ଏନସିଇଆରଟି ଖୁବ୍ ଶୀଘ୍ର ସ୍କୁଲ ପାଠ୍ୟକ୍ରମରେ ଅପରେସନ ସିନ୍ଦୂରର ଗୌରବ କାହାଣୀକୁ ସାମିଲ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ସୂଚନା ଅନୁଯାୟୀ, ଏନସିଇଆରଟି ଉଚ୍ଚ ଶ୍ରେଣୀ ପାଇଁ ଅପରେସନ ସିନ୍ଦୂର ଉପରେ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ପ୍ରସ୍ତୁତ କରୁଛି। ଯାହା ପହଲଗାମ୍ ଆତଙ୍କବାଦୀ…

ବିପୁଳ ପରିମାଣର କଫ ସିରଫ ଜବତ, ୩ ଅଭିଯୁକ୍ତ ଗିରଫ

ବରଗଡ଼: ବରଗଡ ସହରରେ ନିଶା ବେପାରୀଙ୍କ ଉତ୍ପାତ ବଢୁଥିବା ଦେଖି ଏମାନଙ୍କ ମେରୁଦଣ୍ଡରେ ପ୍ରହାର କରିବା ପାଇଁ ଅଣ୍ଟା ଭିଡିଛି ବରଗଡ଼ ପୋଲିସ l ପୁଣି ବିପୁଳ ପରିମାଣର କଫ ସିରଫ ଜବତ କରିଛି ବରଗଡ଼ ଟାଉନ ପୋଲିସ । ବରଗଡ଼ରେ ନିଶା କାରବାର ରୋକିବା ଦିଗରେ ବରଗଡ଼ ପୋଲିସ ପକ୍ଷରୁ ବିଭିନ୍ନ…

ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ଏକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦଶ ବର୍ଷ ପୂର୍ବେ ଜଣେ ସରକାରୀ ଡାକ୍ତରଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଲାଞ୍ଚ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗଜପତି ଜିଲ୍ଲାର ଗୁରାଣ୍ଡି କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)ର ଇନଚାର୍ଜ ମେଡିକାଲ…

ରାଜପଥରେ ବସ୍ ଓଲଟି ୧୮ଜଣଙ୍କ ଚାଲିଗଲା ଜୀବନ, ୪୦ରୁ ଅଧିକ ଆହତ

ନୂଆଦିଲ୍ଲୀ:ପେରୁରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ଲିମାରୁ ଆମାଜନ ଅଞ୍ଚଳକୁ ଯାଉଥିବା ଏକ ବସ୍ ଏଣ୍ଡିଜ୍ ପର୍ବତମାଳାରେ ରାଜପଥରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୮ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ବସ୍ ଟି ଏକ ତୀକ୍ଷ୍ଣ…

ଏସିଆ କପ କ୍ରିକେଟ: ଏହି ଦିନ ହୋଇପାରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ଆୟୋଜନ ସଙ୍କଟରୁ ବାଦଲ ହଟିଛି । ବିବାଦୀୟ ପରିସ୍ଥିତି ପରେ ଏବେ ଏହା ୟୁଏଇରେ ହେବ ବୋଲି ସ୍ଥିର ହୋଇଛି । ସେପ୍ଟମ୍ବର ୯ରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଏହା ୟୁଏଇରେ ଖେଳାଯିବ ବୋଲି ଏସିଆନ କ୍ରିକେଟ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି । ବିସିସିଆଇର ଏହାର ଆୟୋଜକ…

ଜଳପ୍ରପାତରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ

ସମ୍ବଲପୁର: ଦେବଝରଣ ଜଳପ୍ରପାତରେ ଅଘଟଣ। ଆଜି ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ । ମୃତକ ଦୁଇ ଜଣ ବୁର୍ଲା ଭୀମସାରର ବୋଲି ଜଣା ପଡିଛି। ମୃତ ଛାତ୍ରୀଙ୍କ ନାଁ ମୋନିକା ମୀନା ଓ ଛାତ୍ରଙ୍କ ନାଁ ସନ୍ଦୀପ ପୁରୀ। ଦୁଇ ମୃତକ ଭୀମସାରର ଶେଷ…

ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୧୧ ରନର ଅଗ୍ରଣୀ

ମାଂଚେଷ୍ଟର: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ଚତୁର୍ଥ ମୁକାବିଲାରେ ଭାରତର ସ୍ଥିତି ଖରାପ ହୋଇଛି । ଇଂଲଣ୍ଡ ଟିମ ପ୍ରଥମ ଇନିଂସରେ ୩୧୧ ରନର ଅଗ୍ରଣୀ ହାସଲ କରିଛି । ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ଶୂନରେ ହରାଇ ବିପଦରେ ପଡିଛି । ଯଶସ୍ୱୀ ଜୈସୱାଲ ଓ ସାଈ ସୁଦର୍ଶନ ଖାତା ଖୋଲିପାରି ନ…