Latest Odisha News

BREAKING NEWS

Yearly Archives

2025

ପୁଣି ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା: ପଛରେ ପଡ଼ିଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ପୁଣି ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା। ଆମେରିକାର ମର୍ନିଂ କନ୍‌ସଲ୍ଟ ସର୍ଭେ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଜୁଲାଇ ୨୦୨୫ ସର୍ଭେ ରିପୋର୍ଟ ତାଲିକାରେ ଶୀର୍ଷରେ ମୋଦି। ପିଏମ୍‌ ମୋଦିଙ୍କୁ ମିଳାଲା ୭୫% ଲୋକଙ୍କ ଆପ୍ରୁଭାଲ୍ ରେଟିଂ। ରିପୋର୍ଟରେ…

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ବୃଦ୍ଧି ହେଲା ଜେଲ୍ ଅବଧି

ବାଲେଶ୍ବର: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା । ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ବୃଦ୍ଧି ହେଲା ଜେଲ ଅବଧି। ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହୋଇଥିବା ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧି ହୋଇଛି। ବିଚାର ବିଭାଗୀୟ ହାଜତ ଅବଧି ଆଉ ୧୪ ଦିନ ବୃଦ୍ଧି…

ସରପଞ୍ଚଙ୍କ ବାପାଙ୍କ ଉପରକୁ ବୋମା ମାଡ, ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର

ଗଞ୍ଜାମ: ବ୍ୟବସାୟୀଙ୍କ ଉପରକୁ ବୋମା ମାଡ। ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ସୁନତର ଗ୍ରାମରେ ଗର୍ଜିଲା ବନ୍ଧୁକ ଓ ବୋମା । କିଛି ଦୁର୍ବୃତ୍ତ ସୁନଥର ଗ୍ରାମର କାଳିଆ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏହି ଗୁଳିମାଡରେ ବ୍ୟବସାୟୀ ତଥା ଧନନ୍ତର ଗ୍ରାମ…

ଲଘୁଚାପ ପ୍ରଭାବରେ ୨୮ ଯାଏଁ ସାରା ରାଜ୍ୟରେ ବର୍ଷା, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏଭଳି ସ୍ଥିତି ୨୮ ତାରିଖ ଯାଏଁ ରହିବ। ଆଜି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡକୁ ଆଲର୍ଟ ଜାରି ହୋଇଛି । ବର୍ଷା…

ପ୍ରତିଦିନ ଗୋଟିଏ ଗ୍ଲାସ ଲାଉ ରସ ପିଅନ୍ତୁ,ମିଳିବ ଏହି ସ୍ୱାସ୍ଥ୍ୟ ଲାଭ…

ଭୁବନେଶ୍ବର: ଆପଣ କେବେ ଲାଉ ରସ ପିଇଛନ୍ତି କି? ଯଦି ପିଇ ନାହାଁନ୍ତି, ତେବେ ଆପଣଙ୍କୁ ପୋଷକତତ୍ତ୍ୱରେ ଭରପୂର ଏହି ରସ ପିଇବା ଉଚିତ୍ । ଲାଉରେ ପାଣି, ଫାଇବର, ଭିଟାମିନ ସି, ଭିଟାମିନ ବି, ଆଇରନ, ପୋଟାସିୟମ, ମ୍ୟାଗ୍ନେସିୟମ ଏବଂ ପ୍ରୋଟିନ ପରି ଅନେକ ପୋଷକତତ୍ତ୍ୱ ରହିଛି। ସ୍ୱାସ୍ଥ୍ୟ…

ଶ୍ରୀ ଭାଗବତ ସାର ୧୦୯: ବିରାଟପୁରୁଷଙ୍କ ନାଭିରୁ ଏକ ପଦ୍ମ ଜାତ ହୋଇ ସେଥିରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଆବିର୍ଭାବ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ସୃଷ୍ଟି ତତ୍ୱ ଆଲୋଚନା କରି ଆମେ ଜାଣିଲେ ସଚରାଚର ଜଗତରେ ବ୍ୟାପ୍ତ ବିରାଟପୁରୁଷ ଅନନ୍ତ ଶୟନରେ ଥିବା ସମୟରେ ତାଙ୍କ ନାଭିରୁ ଏକ ପଦ୍ମ ଜାତ ହୋଇ ସେଥିରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଆବିର୍ଭାବ ଘଟିଲା।…

ଆସନ୍ତାକାଲି କଟକ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟର ଛୁଟି ବାତିଲ୍

କଟକ: ପ୍ରବଳ ବର୍ଷା ଓ ଜଳବନ୍ଦୀ ପରିସ୍ଥିତି କୁ ଦୃଷ୍ଟିରେ ରଖି ଆସନ୍ତାକାଲି କଟକ ଜିଲ୍ଲାରେ ଛୁଟି ବାତିଲ୍ ଘୋଷଣା କରାଯାଇଛି । କାଲି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ…

ଆବାସିକ ସ୍କୁଲର ୨ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ;ଥାନାରେ ଜଣାଇଲେ ହଷ୍ଟେଲ କର୍ତ୍ତୃପକ୍ଷ

କନ୍ଧମାଳ:ଜିଲ୍ଲାରେ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତୁମୁଡିବନ୍ଧ ବ୍ଳକ ଅଞ୍ଚଳର ଏକ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଚିହ୍ନିଟ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ମାସିକ ସ୍ବାସ୍ଥ୍ୟ…

ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତ, ମାସକରେ ୭୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛୁ ଡେଙ୍ଗୁ । ୨୦୨୪ ତୁଳନାରେ ୨୦୨୫ରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ରାଜଧାନୀରେ ବୃଦ୍ଧି ପାଇବାରେ ଲାଗିଛି । ଗତବର୍ଷ ଜୁଲାଇରେ ୨୫ଟି କେସ୍ ଚିହ୍ନଟ ହୋଇଥିବା ବେଳେ, ଚଳିତବର୍ଷ ଜୁନ୍‌ ରେ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁନ୍‌ ୧ ରୁ ୨୪…

ପୁଣି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ କାନ୍ଧରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବ

ଭୁବନେଶ୍ବର:ପୁଣି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବ ମିଳିଛି ପ୍ରଫେସର ଯଜ୍ଞେଶ୍ବେର ଦଣ୍ଡପାଟଙ୍କୁ। ଶୁକ୍ରବାର ରାଜଭବନ ପକ୍ଷରୁ ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଥାଉକି, ନୂଆ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ…