ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା; ସିସିଟିଭିରେ ଥିବା ୨ ଝିଅ କିଏ?
ଭୁବନେଶ୍ୱର: ଏଫଏମ କଲେଜରେ ୧୨ ଜୁଲାଇରେ କ୍ୟାମ୍ପସରେ ଜଣେ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗରେ ଆତ୍ମହତ୍ୟା କରିଥିଲେ ଯାହାର ତଦନ୍ତ ବର୍ତ୍ତମାନ କ୍ରାଇମବ୍ରାଞ୍ଚ୍ କରୁଛି।
ଛାତ୍ରୀ ଜଣକ ପ୍ରିନ୍ସିପାଲଙ୍କ ଚାମ୍ବରରୁ ବାହାରିବାର କିଛି ମିନିଟ୍ ପରେ ନିଜକୁ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାଟି…