ଲର୍ଡସ ଟେଷ୍ଟରେ ବୁମରାହ-ଆର୍ଚ୍ଚରଙ୍କ ମଧ୍ୟରେ କାହା ପଲା ରହିବ ଭାରୀ
ଲର୍ଡସ: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି । ତୃତୀୟ ମୁକାବିଲା ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ । ଏଥର ଉଭୟ ଟିମ ଏକ ଶକ୍ତିଶାଳୀ ବୋଲିଂ ଲାଇନ ଅପ ନେଇ ପଡିଆକୁ ଓହ୍ଲାଇବେ । ତୃତୀୟ ମୁକାବିଲା ଯିଏ ଜିତିବ ଆଗକୁ ସିରିଜ ଜିତିବା ପାଇଁ…