ଓଡ଼ିଶା ଉପକୂଳରେ ହେବ କ୍ଷେପଣାସ୍ତ୍ର ପରୀକ୍ଷଣ, ୨ ଦିନ ଯାଏଁ ମାଛ ଧରା ବ୍ୟାନ
ଭୁବନେଶ୍ୱର: ବାଲେଶ୍ୱରର ଚାନ୍ଦିପୁରରେ ଥିବା ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ (ITR) ଏବଂ ଭଦ୍ରକ ଜିଲ୍ଲାର ଡକ୍ଟର APJ ଅବଦୁଲ କଲାମ ଦ୍ୱୀପରୁ ଡିଆରଡିଓ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ନେଇ ସୂଚନା ମିଳିଛି।
ଏଥିପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ସମେତ ଉପକୂଳ…