ପ୍ରଧାନମନ୍ତ୍ରୀଙ୍କ ସହ କେମିତି କଥା ହେଲେ ଶୁଭାଂଶୁ ? ମହାକାଶରେ ରହିଛି କି ଇଣ୍ଟରନେଟ
ନୂଆଦିଲ୍ଲୀ : ଶନିବାର ପ୍ରଧାନମନ୍ତ୍ରୀ ମହାକାଶ ଯାଇଥିବା ଭାରତୀୟ ମହାକାଶ ବିଜ୍ଞାନୀ ଶୁଭାଂଶୁ ସହ କଥା ହୋଇଥିବା ଆପଣମାନେ ଟିଭିରେ ଦେଖିଥିବେ । ଆଉ ନିଶ୍ଚିତ ଭାବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ମହାକାଶରୁ କେମିତି ଶାଭାଂଶୁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ.. ସେଠାରେ କ’ଣ ନେଟୱାର୍କ…