ନୀରବ ମୋଦିଙ୍କୁ ବଡ଼ ଝଟକା, ଲଣ୍ଡନ ହାଇକୋର୍ଟରେ ପ୍ରତ୍ୟର୍ପଣ ଆବେଦନକୁ ଖାରଜ
ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନର ୟୁକେ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। କୋର୍ଟ ତାଙ୍କ ଭାରତ ପ୍ରତ୍ୟର୍ପଣ ବିରୁଦ୍ଧରେ ମାମଲା ପୁନଃଖୋଲାଇବାକୁ ଚାହୁଁଥିବା ନୂତନ ଆବେଦନକୁ ଖାରଜ କରିଦେଇଛି। ଏହି ନିଷ୍ପତ୍ତି ନୀରବ ମୋଦିଙ୍କ ଆଇନଗତ ବିକଳ୍ପଗୁଡ଼ିକୁ ଆହୁରି…