ଆଇପିଏଲ: ଆୟୋଜିତ ହେବନି ଉଦଘାଟନୀ ସମାରୋହ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଇପିଏଲ ୨୦୨୬ ଉଦଘାଟନୀ ସମାରୋହକୁ ନେଇ ଏକ ବଡ ନିଷ୍ପତି ନେଇଛି । ଗତ ବର୍ଷ ଆରସିବି ଚାମ୍ପିୟନ ହେବା ପରେ ବିଜୟ ଉତ୍ସବ ପାଳନ ଅବସରରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୧୧ ପ୍ରଶଂସକଙ୍କ ପ୍ରାଣ ଯାଇଥିଲା । ପୀଡିତଙ୍କୁ…