ଆଇପିଏଲ ୨୦୨୬: କେଉଁ ଦଳ ଚାମ୍ପିୟନ ହେବ ଭବିଷ୍ୟବାଣୀ କଲା ଏଆଇ
ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ସଂସ୍କରଣ ମାର୍ଚ୍ଚ ୨୮ରୁ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ସନରାଇଜର୍ସ ଡାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଆର୍ଟିଫିସିଆଲ ଇଂଟେଲଜେନ୍ସର କେତେକ ଟୁଲ କିଏ ଚାମ୍ପିୟନ ହେବ ସେ ନେଇ ଭବିଷ୍ୟବାଣୀ…