Netanyahu’s Master Plan: ନେତାନ୍ୟାହୁଙ୍କ ମାଷ୍ଟର ପ୍ଲାନ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ଭୂ-ରାଜନୀତିରେ ଆସିବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବେ ବିଶ୍ୱକୁ ଏକ ନୂଆ 'ଏନର୍ଜି ଲାଇଫ୍ଲାଇନ୍'ର ସ୍ୱପ୍ନ ଦେଖାଇଛନ୍ତି। ଆରବ ଦେଶରୁ ଇସ୍ରାଏଲ୍ ଦେଇ ୟୁରୋପ ପର୍ଯ୍ୟନ୍ତ ବିଛାଯିବ ବିଶାଳ ଗ୍ୟାସ ଓ ତେଲ…