Nisha Maharana: ନିଶା ମହାରଣାଙ୍କୁ ଘାରିଲା ଗିରଫଦାରୀ ଭୟ, ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ
କଟକ: ଆଇଟମ ଡ୍ୟନ୍ସର ନିଶା ମହାରଣାଙ୍କୁ ଘାରିଲା ଗିରଫଦାରୀ ଭୟ। ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିଶା। ବଲାଙ୍ଗିର ସଦର ଥାନାରେ ହୋଇଥିବା ମାମଲାରେ ନିଶାକୁ ଖୋଜୁଛି ପୋଲିସ। ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ଲୋଡ଼ିଲେ ଆଗୁଆ ଜାମିନ।
ଗତ ୧୨ ତାରିଖରେ ବଲାଙ୍ଗିର ଜିଲ୍ଲା!--StartFragment>…