ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
କଟକ: କଟକ ତାଳବସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପିକିନିକ୍ ଯାଉଥିବା ୪ ବସ୍ କୁ ଆରଟିଓ ଜବତ କରିଛି । ଗୋଟିଏ ବସ୍ରେ ନକଲି ନମ୍ବର ପ୍ଲେଟ୍ ଲାଗିଥିଲା । ଅନ୍ୟ ୩ଟି ବସରେ କାଗଜପତ୍ର ଭୁଲ ଥିଲା ବୋଲି ଟ୍ରାଫିକ୍ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା କହିଛନ୍ତି । ତେବେ ଏହି…