Iran Allows Indian Tanker Pass Hormuz: ବନ୍ଧୁତ୍ୱ ନିଭେଇଛି ଇରାନ, ଭାରତ ଉପରୁ ଟଳିବ ସଂକଟ
ନୂଆଦିଲ୍ଲୀ: ଭାରତକୁ ନିଜର ବନ୍ଧୁ କହିଲା ଇରାନ
ବନ୍ଧୁତ୍ୱ ବି ନିଭେଇଲା
ହରମୁଜ୍ ଦେଇ ପାର ହେଉଛି ଭାରତୀୟ ଜାହାଜ
ଚୁପଚାପ୍ ଛିଡ଼ା ହୋଇଛି ଯୁଦ୍ଧପୋତ
ଦେଶରେ ଗ୍ୟାସ୍ ତେଲ ସଙ୍କଟ ମଧ୍ୟରେ ଇରାନରୁ ସାନ୍ତ୍ୱନାଦାୟକ ଖବର ଆସୁଛି। ସୁରକ୍ଷିତ ଭାବରେ ହରମୁଜ୍ ଦେଇ ପାର ହେଉଛି ଭାରତୀୟ…