ସରକାରୀ କ୍ୱାଟର୍ସରୁ ଜେଲ୍ ଓ୍ବାର୍ଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ସରକାରୀ କ୍ୱାଟର୍ସରୁ ଜେଲ ଓ୍ବାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଓ୍ବାର୍ଡର ଜଣକ ହେଲେ ନୟାଗଡ଼ ଜେଲରେ କାର୍ଯ୍ୟରତ ସାରଥୀ ପ୍ରଧାନ । ଝାରପଡ଼ା ଜେଲ ପରିସରରେ ଥିବା ସରକାରୀ କ୍ୱାଟର୍ସରୁ ତାଙ୍କର ଝୁଲନ୍ତା ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ଲକ୍ଷ୍ମୀସାଗର…