ତୁରନ୍ତ ଇରାନ ଛାଡ଼; ଯୁଦ୍ଧ ଆଶଙ୍କା ମଧ୍ୟରେ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଭାରତ
ନୂଆଦିଲ୍ଲୀ: ଇରାନ ଉପରେ ଆମେରିକାର ଆକ୍ରମଣର ଆଶଙ୍କା ମଧ୍ୟରେ ଭାରତ ସରକାର ଇରାନରେ ରହୁଥିବା ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି। ସରକାର ନାଗରିକମାନଙ୍କୁ ବାଣିଜ୍ୟିକ ବିମାନ ସମେତ ପରିବହନର ଉପଲବ୍ଧ ଉପାୟ ବ୍ୟବହାର କରି ତୁରନ୍ତ ଇରାନ ଛାଡିବାକୁ ପରାମର୍ଶ ଦେଇଛନ୍ତି।…