ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲ ଗସ୍ତ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ?
ନୂଆଦିଲ୍ଲୀ: ୮ ବର୍ଷ ପରେ ଇସ୍ରାଏଲ୍ ଯିବେ ପିଏମ୍ ମୋଦି। ଇସ୍ରାଏଲ ସଂସଦକୁ ମୋଦି ସମ୍ଭୋଧିତ କରିବା ରହିଛି କାର୍ଯ୍ୟକ୍ରମ। ସ୍ବାକ୍ଷର ହେବ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି। ମୋଦିଙ୍କୁ ଟେଲିଫୋନ୍ କରି ଆଲୋଚନା କଲେ ନେତନ୍ୟାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୫-୨୬ ରେ…