Latest Odisha News

BREAKING NEWS

Yearly Archives

2026

ପୁଣି ହସାଇବାକୁ ଆସୁଛନ୍ତି କପିଲ ଓ ସୁନୀଲ: ଖୁବଶୀଘ୍ର ଫେରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ସିଜନ ୫

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମା ପୁଣି ଥରେ ତାଙ୍କର ଲୋକପ୍ରିୟ କମେଡି ଗ୍ୟାଙ୍ଗ ସହିତ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ଅଛନ୍ତି। OTT ପ୍ଲାଟଫର୍ମ Netflix "The Great Indian Kapil Show" ର ପଞ୍ଚମ ସିଜିନ୍ ଘୋଷଣା କରିଛି। ଏହି ଖବର ଦର୍ଶକଙ୍କ ପାଇଁ ଏକ ଉପହାର ଯେଉଁମାନେ…

Subhadra Scheme Applications:ଏହି ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ମାସେ ପାଇଁ ଖୋଲିବ ଏହି ପୋର୍ଟାଲ । ଯେଉଁ ହିତାଧିକାରୀମାନେ ଯୋଗ୍ୟ ସେମାନେ ଆବେଦନ କରିପାରିବେ । ସୂଚନାଥାଉକି, ଯେଉଁମାନେ ଆବେଦନ କରିନାହାନ୍ତି କିମ୍ବା ଯେଉଁମାନେ କୌଣସି କାରଣ ପାଇଁ ଏଥିରେ ବଞ୍ଚିତ ହୋଇଯାଇଥିଲେ ।…

୨୦୧୩ ଝିରମ ଘାଟି ନରସଂହାର ମାମଲାରେ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରାୟପୁର: ୨୦୧୩ର ବହୁଚର୍ଚ୍ଚିତ ଝିରମ ଘାଟି ନରସଂହାର ମାମଲାରେ ଏକ ବଡ଼ ରାୟ ପ୍ରକାଶ ପାଇଛି। ଛତିଶଗଡ଼ର ଜଗଦଲପୁରସ୍ଥିତ ଏକ ସ୍ୱତନ୍ତ୍ର ଜାତୀୟ ତଦନ୍ତ ଏଜେନ୍ସି (NIA) ଅଦାଲତ ଏହି ବର୍ବର ମାଓବାଦୀ ଆକ୍ରମଣ ଘଟଣାରେ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ୨ ମହିଳା ସମେତ ୧୦…

ଏସିଆନ୍ ଗେମ୍ସ: ବିପ୍ରଜ ନିଗମ ଜାତୀୟ ଦଳରେ ସାମିଲ, ବାଦ ପଡ଼ିଲେ ବରୁଣ

ଭାରତୀୟ କ୍ରିକେଟ୍ ଦଳର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ସାଇଡ୍ ଷ୍ଟ୍ରେନ ସମସ୍ୟା ଯୋଗୁଁ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ୍ ସହ ଆଗାମୀ ଏସିଆନ୍ ଗେମ୍ସ ୨୦୨୬ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଉତ୍ତର ପ୍ରଦେଶର ୨୨ ବର୍ଷୀୟ ଲେଗସ୍ପିନର ତଥା ଅଲରାଉଣ୍ଡର ବିପ୍ରଜ ନିଗମଙ୍କୁ ପ୍ରଥମ…

Dahi Bara: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ

ପୁରୀ: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବାଙ୍ଗୁରିଗାଁ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ମଙ୍ଗଳବାର ସକାଳେ ବୁଲା ଦହିବରା ବିକାଳିଙ୍କ ଠାରୁ ଖାଇଥିଲେ ଦହିବରା।…

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ଆଗକୁ ଆସୁଛି ବିଶ୍ୱକର୍ମା ପୂଜା। ଆଉ ଏଥିପାଇଁ ଦେଶବ୍ୟାପୀ ଶିଳ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ଏବଂ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟାପକ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି…

ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରାକୁ ପୂରିବ ୨ ବର୍ଷ। ଜନ୍ମଦିନ ପାଳିବ ସୁଭଦ୍ରା। ଏହି ଅବସରରେ ଦୀପ ଜାଳିବାକୁ ମହିଳାଙ୍କୁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଘରେ ଘରେ ଦୀପ ଜାଳିବେ ମହିଳା । ୩୩୮ ଜାଗାରେ ହେବ ପ୍ରତିଯୋଗିତା ଓ…

ତୃତୀୟ ଟି୨୦ ପୂର୍ବରୁ ବୈଭବଙ୍କୁ ନେଇ ସଞ୍ଜୁଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ୍ ଗୁରୁବାର, ୧୭ ସେପ୍ଟେମ୍ବରରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର‌୍ୟ୍ୟବଂଶୀଙ୍କୁ ନେଇ ସଞ୍ଜୁ ସାମସନ ଦେଇଥିବା ବୟାନ ଏବେ ପ୍ରଶଂସକଙ୍କ ମନ ଜିଣୁଛି ।  ଦ୍ୱିତୀୟ ଟି୨୦ରେ ୨୨ ବଲ୍‌ରୁ ୫୭…

ଏଥର ଆଗୁଆ ମିଳିବ ପାଣିପାଗ ସୂଚନା, ଉଦ୍‌ଘାଟନ ହେଲା ଡପଲର ୱେଦର ରାଡାର କେନ୍ଦ୍ର

ସମ୍ବଲପୁର: ପାଣିପାଗ ଆକଳନରେ ଆହୁରି ସଶକ୍ତ ହେଲା ଓଡି଼ଶା। ଆଜି ସମ୍ବଲପୁରରେ ଉଦଘାଟିତ ହେଲା ଅତ୍ୟାଧୁନିକ ଡପଲର ୱେଦର ରାଡାର ସିଷ୍ଟମ। ମୁଖ୍ୟମନ୍ତ୍ରୀ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଯୋଗୀପାଲି ଯାଇ ଡପଲର ରାଡାର ସିଷ୍ଟମର ଉଦ୍ଘାଟନ କରିଛନ୍ତି। ସମ୍ବଲପୁରର ଜମାଦାରପାଲି ଠାରେ…

ଶ୍ମଶାନକୁ ନାହିଁ ରାସ୍ତା;ଶବ ସତ୍କାର ପାଇଁ ଉଛୁଳା ନଦୀ ପାର ହେଉଛନ୍ତି ସମ୍ପର୍କୀୟ

ନନ୍ଦପୁର:ଶ୍ମଶାନ ଯିବାକୁ କୌଣସି ରାସ୍ତା ନଥିବାରୁ ବାଧ୍ୟ ହୋଇ ସମ୍ପର୍କୀୟମାନଙ୍କୁ ଗାଁ ପାଖ ଦେଇ ଯାଇଥିବା ବାସୁକି ନଦୀକୁ ବିପଦପୂର୍ଣ୍ଣ ଭାବେ ପାର ହୋଇ ଶବ ସତ୍କାର କରିବାକୁ ଯିବାକୁ ପଡ଼ିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତର…