Pak Navy Ship: ଧକ୍କା ହେଲା ଭାରତ-ପାକ୍ ନୌସେନା ଜାହାଜ, ପାକ୍ ଦୂତଙ୍କୁ ଡାକି ବର୍ଷିଲା ଭାରତ!
ନୂଆଦିଲ୍ଲୀ: ଆରବ ସାଗରରେ ଭାରତ ଓ ପାକିସ୍ତାନ ନୌସେନା ଜାହାଜ ମଧ୍ୟରେ ଧକ୍କାକୁ ନେଇ ଆରମ୍ଭ ହୋଇଛି କୂଟନୈତିକ ପ୍ରତିକ୍ରିୟା। ଉତ୍ତର ଆରବ ସାଗରରେ ସେପ୍ଟେମ୍ବର ୧୫ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ରିପୋର୍ଟ ହୋଇଛି। ଘଟଣା ପରେ ନୂଆଦିଲ୍ଲୀ ପାକିସ୍ତାନ ହାଇକମିଶନର ଚାର୍ଜ…