ମାଲେସିଆ ଓପନ ବ୍ୟାଡମିଂଟନ: ସେମିରେ ସିନ୍ଧୁଙ୍କ ହାର ସହ ଭାରତର ଅଭିଯାନ ଶେଷ
ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ମାଲେସିଆ ଓପନ ସେମିଫାଇନାଲରେ ହାରି ଯାଇଛି । ତାଙ୍କ ପରାଜୟ ସହ ଭାରତର ଅଭିଯାନ ଶେଷ ହୋଇଯାଇଛି । ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ଚୀନର ୱାଙ୍ଗ ହି ୟି ୨୧-୧୬, ୨୧-୧୫ ସିଧାସଳଖ ସେଟରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ । ଏବେ…