ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଓଡିଆ; ଦରମା ଦଉନି କମ୍ପାନୀ, ଦୂତାବାସ ବି ଶୁଣୁନି…
ଭୁବନେଶ୍ବର: ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଭାରତୀୟ । ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନର ଅନେକ ଯୁବକ ରହିଥିବା ଜଣାପଡିଛି । ଏଣ୍ଟର ଇଂଜିନିୟର କମ୍ପାନୀରେ ୧୫୦୦ରୁ ଅଧିକ ଭାରତୀୟ ଚାକିରୀ କରୁଥିବା ବେଳେ ଦୀର୍ଘ ୪ ମାସ ଧରି ସେମାନଙ୍କୁ ଦରମା ମିଳୁନଥିବା ଅଭିଯୋଗ…