Latest Odisha News

BREAKING NEWS

Yearly Archives

2026

Twin City: ଟ୍ଵିନ୍‌ସିଟିକୁ ପ୍ରଦୂଷଣ କଟକଣା, ନିୟମ ନମାନିଲେ ୫ ହଜାର ଜରିମାନା

ଭୁବନେଶ୍ବର: ଚାରିଆଡ଼େ ବଢିଚାଲିଛି ବାୟୁ ପ୍ରଦୁଷଣ । ଯାହାର ମୁକାବିଲା କରିବା ପାଇଁ ସବୁ ରାଜ୍ୟର ସରକାର ସଜାଗ ହୋଇଯାଇଛନ୍ତି । ଏବେ ଓଡ଼ିଶାର  ରାଜଧାନୀ ଭୁବନେଶ୍ୱର ଏବଂ କଟକ ପାଇଁ ବାୟୁ ପ୍ରଦୂଷଣ ପାଇଁ କଟକଣା ଜାରି କରାଯାଇଛି । ଏବଠୁ ସ୍ଥିତି ନିୟନ୍ତ୍ରଣରେ ରଖିଲେ କିଛି ସୁଧାର…

China face 100,000 casualties: ‘ଚୀନର ଲକ୍ଷେ ସୈନ୍ୟଙ୍କ ଜୀବନ ଯିବ…’, ରିପୋର୍ଟରେ…

ନୂଆଦିଲ୍ଲୀ: ଚୀନ୍ ଗତ କିଛି ମାସ ଧରି ତାଇୱାନକୁ ନିରନ୍ତର ଭୟଭୀତ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଏକ ସାମ୍ପ୍ରତିକ ରିପୋର୍ଟ ଡ୍ରାଗନର ଆଖି ଖୋଲିପାରେ। ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ଦ୍ୱାରା ଏକ ରିପୋର୍ଟରେ କୁହାଯାଇଛି ଯେ ଯଦି ଚୀନ୍ ତାଇୱାନ ଉପରେ ନୌସେନା ଆକ୍ରମଣ କରେ, ତେବେ ଏହାକୁ ୧…

Court Summons Rahul Gandhi: ଅମିତ ଶାହଙ୍କୁ ହତ୍ୟାକାରୀ କହିବା ପ୍ରସଙ୍ଗ, ୧୯ରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ…

ସୁଲତାନପୁର: ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେବା ମାମଲାରେ ମଙ୍ଗଳବାର ଦିନ ସୁଲତାନପୁରର ସାଂସଦ/ବିଧାୟକ କୋର୍ଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଶୁଣାଣି ହୋଇଥିଲା। ପ୍ରାୟ ୪୦ ମିନିଟ୍ ଧରି ଚାଲିଥିବା ଏହି ଶୁଣାଣି ପରେ, କୋର୍ଟ ରାହୁଲ…

Steve Smith: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍‌ଙ୍କ ବିସ୍ଫୋରକ ପ୍ରଦର୍ଶନ! ଭାଙ୍ଗିଲେ ୯୬ ବର୍ଷର…

ସିଡ୍‌ନି: ଅଷ୍ଟ୍ରେଲିଆର ସିଡ୍‌ନି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ପଞ୍ଚମ ଏବଂ ଅନ୍ତିମ ଆସେସ୍ ଟେଷ୍ଟରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଏକ ସଫଳତା ହାସଲ କରିଛନ୍ତି ଯାହା କ୍ରିକେଟ୍ ଇତିହାସରେ ତାଙ୍କ ନାମକୁ ଆହୁରି ଉଚ୍ଚ କରିଛି। ଇଂଲଣ୍ଡ ବିପକ୍ଷରେ ତୃତୀୟ…

Venezuela Security Officers: ଭେନେଜୁଏଲାର ୨୪ ସୁରକ୍ଷା ଅଧିକାରୀ ନିହତ!

ୱାସିଂଟନ: ଭେନେଜୁଏଲା ସାମରିକ ବାହିନୀ ଘୋଷଣା କରିଛି ଯେ ଶନିବାର ଦିନ ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ଅତି କମରେ ୨୪ ଜଣ ଭେନେଜୁଏଲା ସୁରକ୍ଷା ଅଧିକାରୀ ନିହତ ହୋଇଛନ୍ତି। ଏହା ଦ୍ୱାରା ସରକାରୀ ମୃତ୍ୟୁ ସଂଖ୍ୟା ୫୬କୁ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଅଧିକ ସାଧାରଣ…

US To Buy Venezuela Oil: ଟ୍ରମ୍ପଙ୍କ ବଡ଼ ଘୋଷଣା: ଭେନେଜୁଏଲାର ତେଲ କିଣିବ ଆମେରିକା

ୱାଶିଂଟନ: ଭେନେଜୁଏଲା ଦଖଲ ପରେ ତୈଳ ଭଣ୍ଡାର କବଜା କଲା ଆମେରିକା। ୩୦-୫୦ ମିଲିୟନ ବ୍ୟାରେଲ ତୈଳ ବିକ୍ରି କରିବ ଆମେରିକା। ବଜାର ମୂଲ୍ୟରେ ବିକ୍ରି ତୈଳରୁ ଆସିଥିବା ଅର୍ଥ ଭେନେଜୁଏଲା ଏବଂ ଆମେରିକାବାସୀଙ୍କ ସ୍ୱାର୍ଥରେ ବିନିଯୋଗ ହେବ। ସୋସିଆଲ ମିଡିଆରେ ଉଲ୍ଲେଖ କଲେ ଡୋନାଲ ଟ୍ରମ୍ପ।…

Odisha Cold Wave: ରାଜଧାନୀରେ ହାଡ଼ ଭଙ୍ଗା ଜାଡ଼, ସବୁଠି ପାରଦ ତଳମୁହାଁ

ଭୁବନେଶ୍ୱର: ରାଜଧାନୀରେ ହାଡ଼ ଭଙ୍ଗା ଜାଡ। ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ। ସକାଳ ୫ଟା ୩୦ରେ ୭.୨ ଡିଗ୍ରୀ ରହିଛି ତାପମାତ୍ରା। ଜାଡ଼ରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳମୁହାଁ । ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ଝାରସୁଗୁଡ଼ାରେ ୫.୧ ଡିଗ୍ରୀ ଓ…

Bulldozer Action: ମଧ୍ୟରାତ୍ରିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ, ପଥର ମାଡରେ ୫ ପୋଲିସ କର୍ମଚାରୀ ଆହତ

ନୂଆଦିଲ୍ଲୀ: ରାଷ୍ଟୟୀୟ ରାଜଧାନୀ ନୂଆଦିଲ୍ଲୀର ତୁର୍କମାନ ଗେଟ୍ ଅଞ୍ଚଳର ରାମଲୀଳା ମଇଦାନ ନିକଟରେ ଫୈଜ-ଏ-ଇଲାହି ମସଜିଦ ପାଖରେ ମଧ୍ୟରାତ୍ରିରେ ବେଆଇନ ଜବରଦଖଲ ହଟାଇ ଦିଆଯାଇଛି। ଜାନୁଆରୀ ୭ ତାରିଖ ମଧ୍ୟରାତ୍ରିରେ ୧୦ଟି ବୁଲଡୋଜର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ଯାହା ଫଳରେ ସେଠାରେ…

Flights Cancelled: କୁହୁଡ଼ି ଯୋଗୁଁ ଦିଲ୍ଲୀରେ ୬ଟି ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଭୀଷଣ ଶୀତ ଏବଂ ଘନ କୁହୁଡ଼ି ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ବିମାନ ଚଳାଚଳରେ ବାଧା ସୃଷ୍ଟି କରିଛି। ଆଜି ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୃଶ୍ୟମାନତା ଅତ୍ୟନ୍ତ କମ୍ ରେକର୍ଡ କରାଯାଇଥିଲା, ଯାହା ଫଳରେ ବିମାନ ଚଳାଚଳରେ ଗୁରୁତର ବାଧା ସୃଷ୍ଟି…

‘ଭିବି ଜି ରାମ ଜି’ ବିଲ୍‌ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଂଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭିବି ଜି ରାମ ଜି) ବିଲ୍ ସଂସଦରେ ପାଶ୍ ହୋଇ ଆଇନ୍‌ରେ ପ୍ରଣୟନ ହୋଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ। ଏହି…