Top Maoist Commander Barsa Deva: ଟପ୍ ମାଓ କମାଣ୍ଡର ଦେବା ସହ ଅନ୍ୟ ୧୫ ମାଓବାଦୀ ଗିରଫ
ହାଇଦ୍ରାବାଦ: ନକ୍ସଲ ବିରୋଧୀ ଅଭିଯାନରେ ତେଲେଙ୍ଗାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ତେଲେଙ୍ଗାନା ପୋଲିସ ପିପୁଲ୍ସ ଲିବରେସନ ଗରିଲା ଆର୍ମି (PLGA- People's Liberation Guerrilla Army)ର ଶୀର୍ଷ ମାଓ କମାଣ୍ଡର ବର୍ଷା ଦେବା( top Maoist Commander Barsa Deva) ଏବଂ ଅନ୍ୟ ୧୫ଜଣ…