Tirupati Ladoo: ଐତିହାସିକ ରେକର୍ଡ: ଗତବର୍ଷ ତିରୁପତି ବାଲାଜୀ ମନ୍ଦିରରେ ୧୩ କୋଟି ୫୨ ଲକ୍ଷରୁ ଅଧିକ ବିକ୍ରି ହେଲା…
ତିରୁପତି: ୨୦୨୫ ମସିହାରେ ଲଡୁ ବିକ୍ରି କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡ । ଗତ ବର୍ଷ ମୋଟ ୧୩ କୋଟି ୫୨ ଲକ୍ଷରୁ ଅଧିକ ଲଡୁ ବିକ୍ରି ହୋଇଛି, ଯାହା ବିଗତ ଏକ ଦଶନ୍ଧି ମଧ୍ୟରେ ସମସ୍ତ ରେକର୍ଡ ଭାଙ୍ଗିଛି ।
ତିରୁମାଲା ତିରୁପତି…