ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ଗୁହାରି କଲେ ସ୍କୁଲ ସାଥୀ…
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନ୍ୟାୟ ମାଗିଲେ ମହାରାଷ୍ଟ୍ରର ମୀରା ରୋଡର ବାସିନ୍ଦା ୮୧ ବର୍ଷୀୟ ଅସଗର ଅଲି ଭୋହରା। ତାଙ୍କର ଦଶନ୍ଧି ଧରି ଚାଲିଥିବା ଜମି ବିବାଦର CBI ତଦନ୍ତ ପାଇଁ ଆବେଦନ କରିଛନ୍ତି।
ଗୁଜରାଟର ଭାଡନଗରର BN ସ୍କୁଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ…